କଟକ ଚୌଦ୍ୱାରରୁ ଆହତ ହରିଣ ଉଦ୍ଧାର, ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ଜିଲ୍ଲା ଚୌଦ୍ୱାର କଜଳକଣା ଶିଳ୍ପଅଞ୍ଚଳ ରେ ଥିବା ଫ୍ଲିପ କାର୍ଟ ପରିସରରେ 2ଟି ହରିଣ ଛୁଆ ଆଠଗଡ ବନଖଣ୍ଡ ବାଳି ଜଙ୍ଗଲରୁ ପାଣି ପିଇବା ପାଈଁ ଆସିଥିଲେ। ହରିଣ କୁ ଦେଖି ଲୋକେ ଗୋଡ଼ାଇବାରୁ ଗୋଟିଏ…
Read More...
Read More...