ଗଣେଶ ପୂଜାରେ କୂଆଖାଇ ନଦୀରେ ଅଘଟଣ: ଗାଧୋଇବାକୁ ଯାଇ ଦୁଇ ନାବାଳକ ବୁଡ଼ି ନିଖୋଜ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଗଣେଶ ପୂଜାରେ କୂଆଖାଇ ନଦୀରେ ଅଘଟଣ। ଗଣେଶ ପୂଜାରେ ନଦୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକ ବୁଡ଼ି ନିଖୋଜ। କୁଆଖାଇ ନଦୀରେ ବୁଡ଼ିଗଲେ ନାବାଳକ। କଟକ ପ୍ରତାପନଗରୀ ବିଜୁ ସେତୁ ନିକଟରେ ଘଟିଛି ଅଘଟଣ।…
Read More...
Read More...