ହଟିବ ଡିଜେଲ୍ ଚାଳିତ ଆମ ବସ୍ : ମନ୍ତ୍ରୀ
ଓଡ଼ିଆ ନ୍ୟୁଜ୍: ଡିଜେଲ୍ ଚାଳିତ ‘ଆମ ବସ୍’ ହଟେଇବାକୁ ସରକାରଙ୍କ ନିଷ୍ପତ୍ତି। ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ‘ଏଣିକି ରାସ୍ତାରେ ଗଡ଼ିବ କେବଳ ଇଭି ଆମ ବସ୍। ‘ଡିଜେଲ ବସ୍କୁ ଧିରେ ଧିରେ ସ୍କାର୍ପ…
Read More...
Read More...