ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରି ତେଲ
ଓଡ଼ିଆ ନ୍ୟୁଜ୍: ୧୦୮ ଗାର ସୁବାସିତ ଜଳରେ ଗାଧୋଇବା ପରେ ମହାଜ୍ୱରରେ ପୀଡ଼ିତ ମହାପ୍ରଭୁ । ଜ୍ୱର କମ୍ପନରେ ଶ୍ରୀଅଙ୍ଗରେ ତାତି । ଅନବସରର ଚାରିଦିନରେ ଅଣସର ଘରେ ଦଇତାପତି ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ସହ…
Read More...
Read More...