ହଟିବ କାଠ ଓ କୋଇଲା ଚୁଲା କଟକଣା
ଓଡ଼ିଆ ନ୍ୟୁଜ୍: ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ ବିଏମ୍ସି। କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିବ। ସୂଚନା ଦେଲେ ବିଏମ୍ସି ମେୟର ସୁଲୋଚନା ଦାଶ। ବ୍ୟବସାୟୀମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ।…
Read More...
Read More...