#Odianews ଗୁଜରାଟରେ ଭୂକମ୍ପ ଝଟକା Odia News Dec 26, 2025 0 ଓଡ଼ିଆ ନ୍ୟୁଜ୍: ଗୁଜରାଟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୪ ରହିଛି । ଭୂକମ୍ପ ପ୍ରାୟ ଭୋର ୪ ଟା ୩୦ମିନିଟ୍ ସମୟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାଦ୍ବାରା ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ଯାଇଥିଲେ… Read More...