ରାଜ୍ୟର ୪୫ ହଜାର ସ୍କୁଲ୍କୁ ମିଳିବ ‘ଯାଦୁପେଡ଼ି’
ଓଡ଼ିଆ ନ୍ୟୁଜ୍: ଶୈଶବ ଶିକ୍ଷାକୁ ଆହୁରି ଆମୋଦଦାୟକ କରିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଛୋଟ ପିଲାଙ୍କୁ 'ଯାଦୁପେଡ଼ି' ବାଣ୍ଟିବେ। ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଶିକ୍ଷାକୁ ଗୁରୁତ୍ୱ ଦେଇ…
Read More...
Read More...