ବଡଧରଣର ଅପରାଧକୁ ପଣ୍ଡ କଲା ଜଟଣୀ ପୋଲିସ, ୩ ଅପରାଧୀଙ୍କୁ ବାନ୍ଧି ଜବତ କଲା ପିସ୍ତଲ ଓ ଗୁଳି
ଓଡିଆ ନ୍ୟୁଜ୍(ବ୍ୟୁରୋ): ଜଟଣୀ ପୋଲିସର ତତ୍ପରତା ଯୋଗୁଁ ଏକ ବଡଧରଣର ଅପରାଧକୁ ପଣ୍ଡ କରାଯାଇପାରିଛି। ୩ ଅପରାଧୀଙ୍କୁ ଧରିଛି ପୋଲିସ ।ସେମାନଙ୍କ ନିକଟରୁ ୨ ଟି ପିସ୍ତଲ ଓ ଅଫୁଟା ଗୁଳି ଜବତ କରିଛି। ଗିରଫ ୩ ଜଣଙ୍କର ଅନେକ…
Read More...
Read More...