#Odianews ପୋଲ ତଳୁ ମିଳିଲା ଗଳିତ ମୃତଦେହ Odia News May 22, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୦ ଦିନ ହେଲା ନିଖୋଜ ଥିଲେ ଯୁବକ, ଯୁବତୀ। ପୋଲ ତଳୁ ମିଳିଲା ଦୁଇ ଜଣଙ୍କର ଗଳିତ ମୃତଦେହ। ବେଗୁନିଆ ଥାନା ଅଠରାଙ୍ଗ ଗାଁ ପୋଲ ନିକଟରେ ପଡ଼ି ରହିଛି ମୃତଦେହ। ୨ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି… Read More...