Browsing Tag

latestnews

ବଜ୍ରପାତ ନେଲା ୨ ଭାଇଙ୍କ ଜୀବନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଜ୍ରପାତ ନେଲା ୨ ଭାଇଙ୍କ ଜୀବନ । ସୋମବାର ସଂଧ୍ୟାରେ ଦେଖା ଦେଇଥିଲା କାଳ ବୈଶାଖୀର ପ୍ରଭାବ । ଏହି କାଳ ବୈଶାଖୀ ଯୋଗୁଁ ବଜ୍ରପାତ ହେବା କାରଣରୁ ତରଭୁଜ ବାଡିରେ ଥିବା ଦୁଇ ସମ୍ପର୍କୀୟ ଭାଇଙ୍କ ଅକାଳ…
Read More...

୫ ଜଣ ବରିଷ୍ଠ ଉପସଭାପତି, ୧୨ ଜଣ ଉପ ସଭାପତିଙ୍କୁ ନେଇ ଗଠନ ହେଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୫ ଜଣ ବରିଷ୍ଠ ଉପସଭାପତି, ୧୨ ଜଣ ଉପ ସଭାପତିଙ୍କୁ ନେଇ ଗଠନ ହେଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି । ଯେଉଁଥିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ପଦାଧିକାରୀଙ୍କ ନାଁ ଘୋଷଣା କରାଯାଇଛି ।…
Read More...

ଶେଷ ହେଲା ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି, ଏବେ ମଇଦାନରେ ୯ ପ୍ରାର୍ଥୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ସରିଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବିତା…
Read More...

ଆହୁରି ୧୦ ବର୍ଷ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡ଼ିଶା, ୨୦୩୩ ପର୍ଯ୍ୟନ୍ତ ବଢିଲା ଅବଧି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ କ୍ୟାବିନେଟ୍ ବୈଠକରେ ହୋଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକର୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି…
Read More...

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ବିଜେଡିରେ ମିଶିଲେ ତ୍ରିନାଥ ଗୋୟେଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଲାଗିଛି । ଝାରସୁଗୁଡ଼ା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ତ୍ରିନାଥ ଗୋୟେଲ୍ ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି ।ଶଙ୍ଖ ଭବନରେ ଆଜି ବିଜେପିର…
Read More...

ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚାଲିଛି ତୁମ୍ବ ହଣା କାର୍ଯ୍ୟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ରଥଖଳା । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିବା ବେଳେ ଅନ୍ୟପଟେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ଆରମ୍ଭ…
Read More...

ପୁଣି ଧାରଣାରେ ବସିଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଧାରଣାରେ ବସିଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ପୁଣି…
Read More...

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୁନୋ ଜାତୀୟ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଉଦୟର ମୃତ୍ୟୁ ଘଟିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ । ଯାହା ପଶୁପ୍ରେମୀଙ୍କୁ ଦୁଃଖ ପହଁଚାଇଛି ।…
Read More...

ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟପର୍ବ; ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପାଇଁ ଲାଗି ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ  ଆଜି ଶ୍ରୀକ୍ଷେତ୍ରରେ  ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି । ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଯଜ୍ଞସ୍ଥଳକୁ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ…
Read More...

ବିରାଟ, ସଚିନଙ୍କ ଟ୍ୱିଟର ଆକାଉଣ୍ଟରେ ପୁଣି ଦିଶିଲା ବ୍ଲୁ-ଟିକ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏବେ ସବୁଠି ଟ୍ୱିଟର୍ ବ୍ଲୁ-ଟିକକୁ ନେଇ ଯୋଗ୍ ଧରିଛି ଚର୍ଚ୍ଚା । କିଛି ଦିନ ତଳେ ଟ୍ୱିଟର୍ କମ୍ପାନୀ ବିଶ୍ୱର ଅନେକ ଚର୍ଚ୍ଚିତ ଚେହେରାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍ ଛଡେଇ ନେଇଥିଲା । ଏମିତି…
Read More...