Browsing Tag

latestnews

ଏସିଆନ ଚାୟନ୍ସିସ ଟ୍ରଫି: ମାଲେସିୟାକୁ ହରାଇ ଜିତିଲା ଭାରତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ମାଲେସିୟାକୁ ହରାଇ ଜିତିଲା ଭାରତ। ଆଜି ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦଳ ମାଲେସିୟାକୁ ୪-୩ର ଗୋଲରେ ହରାଇ ଟ୍ରଫି କବଜା କରିଛି। ଏଥିସହ ଦଳ ରେକର୍ଡ ୪ର୍ଥ ଥର ପାଇଁ…
Read More...

କଶ୍ମୀରରୁ ନିର୍ବାଚନ ଲଢିବେ ଓଡ଼ିଆ ପୁଅ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜନୀତିରେ ଯୋଗଦେଲେ ପୂର୍ବତନ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥ। ଏଥର କଶ୍ମୀରରୁ ନିଜର ରାଜନୈତିକ କ୍ୟାରିୟର ଗଢିବେ ଏହି ଓଡ଼ିଆ ପୁଅ। ଏନେଇ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିବା ଟୁଇଟ୍…
Read More...

ଚାକରିରୁ ବିଦା ହେବା ପରେ କାଶ୍ମୀର ପୁଲିସ ଡିଜି ଓ କେନ୍ଦ୍ର ଗୃହ ସଚିବଙ୍କୁ ଚ୍ୟାଲେଞ୍ଜ କଲେ ଓଡ଼ିଆ ଆଇପିଏସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚାକରିରୁ ବିଦା ହେବା ପରେ କାଶ୍ମୀର ପୁଲିସ ଡିଜି ଓ କେନ୍ଦ୍ର ଗୃହ ସଚିବଙ୍କୁ ଚ୍ୟାଲେଞ୍ଜ କଲେ ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ । ନିଜର ସୋସଆଲ ମିଡିଆ ଆକାଉଣ୍ଟରେ ବିବାଦୀୟ ଟୁଇଟ୍ କରିବା ପରେ…
Read More...

ଅଗଷ୍ଟ ୧୩ରୁ ୧୫ ଯାଏ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୩ରୁ ୧୫ ଯାଏ ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ସବୁ ଭାରତୀୟଙ୍କୁ ଆହ୍ବାନ ଦେଇଛନ୍ତି। ଏନେଇ ଟୁଇଟ୍ କରି ମୋଦି କହିଛନ୍ତି, ଜାତୀୟ…
Read More...

ତାମ୍ପରା ହ୍ରଦର ଉଚ୍ଚ ଜଳସ୍ତରର ୫୦ ମିଟର ଭିତରେ ହେବନି କୌଣସି ସ୍ଥାୟୀ ନିର୍ମାଣ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତାମ୍ପରା ହ୍ରଦର ଉଚ୍ଚ ଜଳସ୍ତରର ୫୦ ମିଟର ଭିତରେ ହେବନି କୌଣସି ସ୍ଥାୟୀ ନିର୍ମାଣ। ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଗଞ୍ଜାମ ଜିଲ୍ଲାର ତାମ୍ପରା ଲେକ୍ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଲାଗିଛି…
Read More...

ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରଲୋକରେ ଭଟଲିର ବିଧାୟକ କୁମର ବେହେରା। ଆଜି ସକାଳେ ଏକ ଘରୋଇ ନସିଂହୋମରେ ଶ୍ରୀ ବେହେରା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ଜନତା ଦଳରୁ ୧୯୯୦ ମସିହାରେ…
Read More...

ଆଜୀବନ ଦଣ୍ଡାଦେଶରୁ ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ମିଳିଲା ଆଶ୍ବସ୍ତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜୀବନ ଦଣ୍ଡାଦେଶରୁ ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ମିଳିଲା ଆଶ୍ବସ୍ତି । ଜାମିନ ପ୍ରଦାନ କଲେ ହାଇକୋର୍ଟ । ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ଏଡିଜେ…
Read More...

ଶୁଭଲକ୍ଷ୍ମୀ ଡେଥ୍ ସସ୍ପେନ୍ସ ଉପରୁ ପରଦା ହଟାଇଲେ ଡିସିପି ପ୍ରତୀକ ସିଂ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାର୍ ଗର୍ଲ ଶୁଭଲକ୍ଷ୍ମୀ ଡେଥ୍ ସସ୍ପେନ୍ସ ଉପରୁ ପରଦା ହଟାଇଲେ ଡିସିପି ପ୍ରତୀକ ସିଂ। ଶୁଭଲକ୍ଷ୍ମୀ ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର…
Read More...

ଦୀପିକାଙ୍କ ପୁଅର ବାପା ଚିହ୍ନେଇଲା ଡିଏନଏ ରିପୋର୍ଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୀପିକାଙ୍କ ପୁଅର ବାପା ଚିହ୍ନେଇଲା ଡିଏନଏ ରିପୋର୍ଟ। ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ. ଦିନେଶ କୁମାର ଏବଂ ଦୀପିକାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ହାଇଡ୍ରାମାରେ ଆସିଛି ନୂଆ…
Read More...

ଗ୍ୟାସ କଟରରେ ATM କାଟି ୧୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗ୍ୟାସ କଟରରେ ATM କାଟି ୧୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ହରିପୁର ହାଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରୁ ଲୁଟ୍…
Read More...