Browsing Tag

latestnews

ସ୍ବାଧୀନତା ଦିବସରେ ଭୁବନେଶ୍ବର ମହାତ୍ମାଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ବାଧୀନତା ଦିବସରେ ଭୁବନେଶ୍ବର ମହାତ୍ମାଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ। ୭୭ତମ ସ୍ୱାଧୀନତା ଦିବସ ପାଳନକୁ ଆଉ ୪ ଦିନ ଥିବାବେଳେ ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ…
Read More...

ବାହାନଗାରେ ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାହାନଗାରେ ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଦୁଇ ଗ୍ରାମରେ ଦୁଇ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଜଣେ ଓସଙ୍ଗ ଗ୍ରାମର ଉପେନ୍ଦ୍ର…
Read More...

ପରଲୋକରେ ପୂର୍ବତନ ବିଧାୟକ ତଥା କଟକର ପ୍ରଥମ ମେୟର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପରଲୋକରେ ପୂର୍ବତନ ବିଧାୟକ ତଥା କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦…
Read More...

ଚିଲିକା ହ୍ରଦର ସଂରକ୍ଷଣ ଓ ପରିଚାଳନା ପାଇଁ ମଞ୍ଜୁର ହେଲା ୨୩.୫୦ କୋଟି ଟଙ୍କା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ହ୍ରଦର ସଂରକ୍ଷଣ ଓ ପରିଚାଳନା ପାଇଁ ମଞ୍ଜୁର ହେଲା ୨୩.୫୦ କୋଟି ଟଙ୍କା । ଫଳରେ ଦୂର ହେବ ଚିଲିକାସ୍ଥିତ ମାଛ ଚାଷରେ ନିର୍ଭରଶୀଳ ଲୋକଙ୍କ ଦୁଃଖ। ସରଳ ହେବ ଜୀବନଜାପନ। ଚିଲିକା ହ୍ରଦର…
Read More...

ପୁଣି ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍ । କେନ୍ଦୁଝର ଜିଲ୍ଲା ବଡବିଲରେ ଏଭଳି ଘଟଣା ଘଟିଛି । ବିଲେଇପଦା ଓ କାଳିଆବେଡା ନିକଟରେ ଏକ ମାଲବାହୀ ଟ୍ରେନ୍ ଟ୍ରାକରୁ ଖସି ଯାଇଛି  । ଫଳରେ ରେଳବାଇର…
Read More...

ଜାଲ୍ ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ଶିକ୍ଷୟିତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜାଲ୍ ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ଶିକ୍ଷୟିତ୍ରୀ। ଜାଲ ସାର୍ଟିଫିକେଟରେ ୨୦୧୨ରୁ କରୁଥିଲେ ଚାକିରି କରୁଥିଲେ ଶିକ୍ଷୟିତ୍ରୀ। ବଲାଙ୍ଗିର ପୁଇଁତଳା ଥାନା ରଣ୍ଡା ହାଇସ୍କୁ ହିନ୍ଦୀ…
Read More...

ଏଣିକି ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏମିକି ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ…
Read More...

ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା କଲେ ମହିଳା କମିଶନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆରଡି କଲେଜ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଉଦବେଗ ପ୍ରକାଶ କରିଛନ୍ତି । ଘଟଣାକୁ ଗୁରୁତର ନେବା ସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।…
Read More...

ଚୁନାଘାଟିରେ ଟ୍ରକ୍ ଓଲଟିଲା ଜଣେ ମୃତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚୁନାଘାଟିରେ ପୁଣି ଓଲଟିଲା ଟ୍ରକ୍। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଓଲଟିପଡ଼ିଛି । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ ୧୧ଟାରେ…
Read More...

ଗୁଗଲ କ୍ରୋମ୍ ଓ ମୋଜିଲା ଫାୟାରଫକ୍ସ ଭଳି କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ଆତ୍ମନିର୍ଭର’…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୁଗଲ କ୍ରୋମ୍, ମୋଜିଲା ଫାୟାରଫକ୍ସ, ମାଇକ୍ରୋସଫ୍ଟ ଏଜ୍, ଅପେରା ଓ ଅନ୍ୟ ବ୍ରଉଜର ଭଳି କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି 'ଆତ୍ମନିର୍ଭର' ବ୍ରାଉଜର୍। ବୈଦ୍ୟୁତିକ ଏବଂ ସୂଚନା…
Read More...