Browsing Tag

latestnews

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ…
Read More...

ଗାଈ ପେଟରୁ ବାହାରିଲା ୩୦ କେଜିର ପଲିଥିନ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପଲିଥିନ୍ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ, ତାହା କେବଳ କାଗଜକଲମରେ ସୀମିତ ରହିଛି। କିଛିଦିନ ଧରପଗଡ ପରେ ସରକାରୀ କଳ ଶୋଇପଡ଼ିଛି।…
Read More...

କାମ ନ ସରୁଣୁ ଫାଟିକି ଆଁ କରିଛି ନାଗାବଳୀ ନଦୀର ପୋଲ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କାମ ନ ସରୁଣୁ ଫାଟିକି ଆଁ କରିଛି ନାଗାବଳୀ ନଦୀର ପୋଲ ।  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମାଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ନାଗାବଳୀ ପୋଲ ଦବିଲା । ନାଗାବଳୀ ନଦୀ ଉପରେ…
Read More...

ବିଜେପି ସହ ମିଶିକି ଅଛି ବିଜେଡି: ଶରତ ପଟ୍ଟନାୟକ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜେପି ସହ ମିଶିକି ଅଛି ବିଜେଡି। ମଣିପୁର ହିଂସା ପ୍ରସଙ୍ଗରେ ପଦୁଟିଏ କହିଲେ ନାହିଁ ନବୀନ ସରକାର। ବିଜେଡିର ମହିଳାଙ୍କ ପାଇଁ ଦରଦ ନାହିଁ। ଅର୍ଥାତ୍ ଡରି ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲେ ଆଉ…
Read More...

ଚିକିତ୍ସାଧୀନ ଅବସ୍ଥାରେ ଛୁଆ ହାତୀର ମୃତ୍ୟୁ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗତକାଲି ବନବିଭାଗ କରଞ୍ଜିଆ ଜାମୁତି ମୁଣ୍ଡାସାହିରୁ ଉଦ୍ଧାର କରି ଚିକିତ୍ସା କରୁଥିବା ଅବସ୍ଥାରେ ଅସୁସ୍ଥ ଛୁଆ ହାତୀଟିର ମୃତ୍ୟୁ ହୋଇଛି। ଚିକିତ୍ସା କରୁଥିଲା । ତେବେ ଆଜି ହାତୀଟିର ମୃତ୍ୟୁ ହୋଇଛି।…
Read More...

ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେଲେରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି,ଡେଲିଭରି ବୟଙ୍କ ସହ ୫୦ ବର୍ଗ

ଶ୍ରମିକ ଶ୍ରେଣୀରେ ସାମିଲ ହେଲେ କୁମ୍ଭାର, କମାର, ବୁଣାକାର, ଲୋକକଳା କଳାକାର, ଚିତ୍ରଶିଳ୍ପୀ, ଫଟୋଗ୍ରାଫର, ଭିଡଓଗ୍ରାଫର,ଡେଲିଭରି ବୟଙ୍କ ପରି ୫୦ ବର୍ଗ  ।  ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ…
Read More...

‘ବୈତରଣୀ ବ୍ୟତୀତ ଆଉ କେଉଁଠି ବନ୍ୟା ସ୍ଥିତି ନାହିଁ’: ସର୍ବୋଚ୍ଚ ଯନ୍ତ୍ରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ହେତୁ ବିଭିନ୍ନ ନଦୀ ଫୁଲିବାକୁ ଲାଗିଛି। ବୈତରଣୀ ଓ ବଂଶଧାରା ବିପଦ ସଙ୍କେତ ଟପି ସାରିଥିବା ବେଳେ ମହାନଦୀ ବି ଫୁଲିବାକୁ ଲାଗିଛି। ରାଜ୍ୟରେ ଜାରି ରହିଥିବା…
Read More...

ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର, ପାଟି ଯାଏ ବୁଡିଗଲେ ମା’ ପାଟଣେଶ୍ୱରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଏହି କ୍ରମରେ ବର୍ଷାରେ ବେହାଲ ହୋଇଛି ବଲାଙ୍ଗୀର। ତେବେ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ପାଣି ପଶିଛି। ଏମିତିକି ପାଟି…
Read More...

ପାଟିରେ ମୋବାଇଲ୍ ଚାର୍ଜର ପୁରାଇ ୮ ମାସର ଶିଶୁ କନ୍ୟାର ମୃତ୍ୟୁ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବୁଧବାର କର୍ଣ୍ଣାଟକର କରଓ୍ବାର ଅଞ୍ଚଳରୁ ଆସିଛି ହୃଦୟ ବିଦାରକ ଖବର। ଚାର୍ଜରେ ବସିଥିବା ମୋବାଇଲ୍ ଚାର୍ଜରକୁ ପାଟିରେ ପୁରାଇବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ୮ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି।…
Read More...

ଗୁରୁବାର ପର୍ଯ୍ୟନ୍ତ ବାଙ୍ଗାଲୁରୁରେ କଟିବ ବିଦ୍ୟୁତ, ଜାଣନ୍ତୁ କେବେ କେଉଁ ଅଞ୍ଚଳରେ ହେବ ବିଦ୍ୟୁତ କାଟ..

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଙ୍ଗାଲୁରୁରେ ବିଦ୍ୟୁତ୍ ଯୋଗାଣ କମ୍ପାନୀ ଲିମିଟେଡ୍ (BESCOM) ଚଳିତ ସପ୍ତାହ ଶେଷରେ ସହରର କିଛି ଅଂଶରେ ବିଦ୍ୟୁତ୍ କାଟ ହେବ ବୋଲି ଘୋଷଣା କରିଛି। ଅଗଷ୍ଟ ୧ ତଥା ମଙ୍ଗଳବାର ରୁ ଅଗଷ୍ଟ ୩ ତାରିଖ…
Read More...