ପାଣି ପିଇବାକୁ ଯାଇ ମହାନଦୀର ବନ୍ୟାଜଳରେ ଫସିଲେ ଗାଈ ପଲ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପାଣି ପିଇବାକୁ ଯାଇ ମହାନଦୀର ବନ୍ୟାଜଳରେ ଫସିଲେ ଗାଈ ପଲ। ହରଭଂଗା ବ୍ଲକ ଅନ୍ତର୍ଗତ ଖରସଙ୍କୁଲେଈ ଠାରେ ଆଜି ମହାନଦୀର ବନ୍ୟାଜଳରେ ଫସିଥିବା ଗାଈ ପଲଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି l…
Read More...
Read More...