Browsing Tag

latestnews

ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ଡ୍ର, ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ କବଜା କଲା ଭାରତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବର୍ଷା ଯୋଗୁଁ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡ୍ର। ଟେଷ୍ଟ ସିରିଜ କବଜା କଲା ଭାରତ। ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଛି। ଫଳରେ ୧-୦ରେ…
Read More...

ଓଡ଼ିଶା ହାଇକୋର୍ଟକୁ ପୁରୁଛି ୭୫ ବର୍ଷ, ଆଜି ପ୍ରକାଶ ପାଇବ ୭୫ ରାୟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୬ ତାରିଖରେ ଓଡିଶା ହାଇକୋର୍ଟ ପ୍ରତିଷ୍ଠାକୁ ପୂରିବାକୁ ଯାଉଛି ୭୫ ବର୍ଷ । ଏହି ଅବସରରେ ଆଜି ହାଇକୋର୍ଟରେ ଗୋଟିଏ ବେଞ୍ଚରେ ୭୫ଟି ରାୟ ପ୍ରକାଶ ପାଇବାକୁ ଯାଉଛି। ଏହି ରାୟ ପ୍ରକାଶ ହେଲେ…
Read More...

କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଇପିଏଫ ସୁଧହାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କୁ ମୋଦୀ ସରକାର ବଡ ଉପହାର ଦେଇଛନ୍ତି । କେନ୍ଦ୍ର ସରକାର ଇପିଏଫ ସୁଧହାରରେ ବୃଦ୍ଧି କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ବଢ଼ିଛି…
Read More...

ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ମୁଣ୍ଡିଆ ମାରି ଅଭିନବ ପ୍ରତିବାଦ କଲେ ଚାକିରି ଆଶାୟୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ମୁଣ୍ଡିଆ ମାରି ଅଭିନବ ପ୍ରତିବାଦ କଲେ ଚାକିରି ଆଶାୟୀ । ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ଘେରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ…
Read More...

ବାଂଲାଦେଶ ବିପକ୍ଷରେ ଅଶୋଭନୀୟ ବ୍ୟବହାର ପାଇଁ ଦଣ୍ଡିତ ହେଲେ ହରମନପ୍ରୀତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଶୋଭନୀୟ ବ୍ୟବହାର ପାଇଁ ଦଣ୍ଡିତ ହେଲେ ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର । ବାଂଲାଦେଶ ବିପକ୍ଷରେ ଅଶୋଭନୀୟ ବ୍ୟବହାର ପାଇଁ ଏମିତି ଦଣ୍ଡିତ କରାଯାଇଛି । ନିଷ୍ପତି ନେଇ ଅମ୍ପାୟରଙ୍କ ସହ ସେ…
Read More...

ମିଲଖା ସିଂ ଏବଂ ପିଟି ଉଷାଙ୍କୁ ୨୦୨୨ ବର୍ଷ ପାଇଁ ସମ୍ମାନଜନକ ଏସଜେଏଫଆଇ ମେଡାଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମିଲଖା ସିଂ ଏବଂ ପିଟି ଉଷାଙ୍କୁ ୨୦୨୨ ବର୍ଷ ପାଇଁ ସମ୍ମାନଜନକ ଏସଜେଏଫଆଇ ମେଡାଲ ପ୍ରଦାନ କରାଯିବ । ଗୁଜରାଟର ସ୍ପୋର୍ଟ୍ସ କ୍ଲବରେ ଆୟୋଜିତ ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟସ ଫେଡେରେଶନ ଅଫ ଇଣ୍ଡିଆର…
Read More...

କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ, କାରକେଡ ଦାୟିତ୍ୱରେ ରହିବେ ଏସପି ରାଙ୍କ ଅଧିକାରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।…
Read More...

ପ୍ରଶ୍ନପତ୍ର ଲିକ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରଶ୍ନପତ୍ର ଲିକ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ସରକାରୀ ଚାକିରିରେ ଦୁର୍ନୀତି ହେଉଛି । ଟଙ୍କା ନେଇ ଚାକିରି ଦିଆଯାଉଛି ।  ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ୧୬ ତାରିଖ କରିଥିବା…
Read More...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ଛେଚିବ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପଶ୍ଚିମ- କେନ୍ଦ୍ରୀୟ ଓ ତତ-ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ, ସମୁଦ୍ର ପତ୍ତନ ଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ସକ୍ରିୟ…
Read More...

ଆଜି ଶ୍ରୀମନ୍ଦିରରେ ଖସାପଡ଼ା ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ପ୍ରାୟ…
Read More...