Browsing Tag

latestnews

ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ: କେବଳ ପଚରାଉଚରାରେ ସୀମିତ ତଦନ୍ତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ଏହି ଲୋମଟାଙ୍କୁରା ଦୁର୍ଘଟଣାରେ ଏବେ ସୁଦ୍ଧା ୨୯୩ ଜଣଙ୍କ ଜୀବନ ଯାଇଥିବା ବେଳେ କେତେକ ଗୁରୁତର ଯାତ୍ରୀ ଚିକିତ୍ସିତ ହେଉଛନ୍ତି। ମାସେ ପରେ ମଧ୍ୟ ମାମଲା…
Read More...

ରାଜ୍ୟରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଅଧାରୁ ଅଧିକ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷା ଦିନ ଆରମ୍ଭ ନହେଉଣୁ ରାଜ୍ୟରେ ବଢିଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱରରେ ସ୍ଥିତି ଗମ୍ଭୀର ରହିଛି। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୭୫ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ…
Read More...

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନେଇ ଆସିଲା ଅଧ୍ୟାଦେଶ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନେଇ ଆସିଲା ଅଧ୍ୟାଦେଶ। ବହୁ ବାଦ ବିବାଦ ପରେ ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଆଇନ ବିଭାଗ ପକ୍ଷରୁ ଗେଜେଟ୍‌…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ୩ ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନବରଙ୍ଗପୁରରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଜଣେ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।…
Read More...

ଫୁଲ ତୋଳିବା ବେଳେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୮ ବର୍ଷ ବୋଲି…
Read More...

ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଡ଼ମିସନରେ ଜାତି-ଧର୍ମର ସଂରକ୍ଷଣକୁ ନିଷିଦ୍ଧ କଲେ ଆମେରିକା ସୁପ୍ରିମ୍‌କୋର୍ଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଡ଼ମିସନ କ୍ଷେତ୍ରରେ ଜାତି-ଧର୍ମର ସଂରକ୍ଷଣକୁ ନିଷିଦ୍ଧ କରିଛନ୍ତି ଆମେରିକା ସୁପ୍ରିମ୍‌କୋର୍ଟ । ଏହାଦ୍ବାରା ଅନେକ ଦଶନ୍ଧି ଧରି ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା…
Read More...

ନିୟମିତ ଟିକାକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ‘ୟୁୱିନ୍’ ପୋର୍ଟାଲ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନିୟମିତ ଟିକାକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ‘ୟୁୱିନ୍’ ପୋର୍ଟାଲ । ରାଜ୍ୟରେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହା ଆରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ…
Read More...

ପୁଣି ମାଓବାଦୀଙ୍କଠାରୁ ଜବତ ହେଲା ୨୦୦୦ ହଜାର ଟଙ୍କିଆ ନୋଟ୍

ପୁଣି ଜବତ ହେଲା ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ୍ । ଛତିଶଗଡ଼ ବିଜାପୁର ଜିଲ୍ଲା ଆୱାପାଲି ଠାରେ ପୋଲିସ ଟଙ୍କା ଜବତ କଲା । ଜଣେ ମାଓ ସମର୍ଥକଙ୍କ ଠାରୁ ଜବତ ହୋଇଛି ୬ ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟର ୨ହଜାର ଟଙ୍କିଆ ନୋଟ୍ ।…
Read More...

ଜାଲରେ ପଡ଼ିଲା ୩୦ କେଜିଆ କଳା ସାରଣ୍ଟ ମାଛ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ପିତେଇପୁର ସ୍ଥିତ ବୈତରଣୀ ନଦୀରୁ ଜାଲରେ ପଡ଼ିଲା ୫ଫୁଟ ଲମ୍ବ ସାରଣ୍ଟ ମାଛ । ଏହା ପ୍ରାୟ ୩୦ କିଲୋ ଓଜନର । ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି…
Read More...

ବାହାନଗା ଟ୍ରେନ୍ ଦୁର୍ଘଟଣା : ଡିଏନଏ ଟେଷ୍ଟ ପରେ ଚିହ୍ନଟ ହେଲା ୨୯ ମୃତଦେହ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଚିହ୍ନଟ କରାଯାଇଛି । ଡିଏନଏ ଟେଷ୍ଟ ମାଧ୍ୟମରେ ଶବ ଗୁଡ଼ିକୁ ଚିହ୍ନଟ…
Read More...