Browsing Tag

Laxmipur

ଶୁଦ୍ଧି ନାଁରେ ଶାସ୍ତି, ପୁଣି କୋରାପୁଟରେ ବଳଦ ଦଣ୍ଡ

ଓଡ଼ିଆ ନ୍ୟୁଜ୍: ଲକ୍ଷ୍ମୀପୁରରେ ପୁଣି କଙ୍ଗାରୁ କୋର୍ଟ । ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି । ସମ୍ପର୍କୀୟ ଭାଇ ଭଉଣୀ ବାହା ହେଲେ ବୋଲି ବେକରେ ଜୁଅଳେି ପକାଇ ହଳ କରାଇଲେ ଗାଁ ଲୋକେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ…
Read More...

ଆଇନ ହାତକୁ ନେଲେ ଦଣ୍ଡିତ ହେବେ: ଆଇନ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: କଙ୍ଗାରୁ କୋର୍ଟକୁ ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ମନ୍ତ୍ରୀ କହିଛନ୍ତି, ଯୁବତୀଯୁବକଙ୍କୁ କଙ୍ଗାରୁ କୋର୍ଟକୁ ଟାଣିବା ଅତ୍ୟନ୍ତ ଅନୈତିକ କାମ। ଏହା ଏକ ଘୃଣ୍ୟ ପ୍ରଥା, ଆଇନ ହାତକୁ ନେଲେ ଦଣ୍ଡିତ ହେବେ।…
Read More...

ବୁଲିବୁଲି ବିଦେଶୀ ମଦ ଦୋକାନରେ ତାଲା ପକାଇଲେ ବିଧାୟକ ପବିତ୍ର ସାଉଁତା

ଓଡ଼ିଆ ନ୍ୟୁଜ୍: ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା । ନିଜ ସମର୍ଥର୍କଙ୍କୁ ଧରି ଲକ୍ଷ୍ମୀପୁର ବିଦେଶୀ ମଦ ଦୋକାନକୁ ବନ୍ଦ କରି ଦେବା ସହ ତାଲା ପକାଇ ଦେଇଛନ୍ତି । ଏହି ସମୟରେ ସେଠାରେ କାର୍ଯ୍ୟ କରୁଥିବା କିଛି…
Read More...