#Odianews କାବୁ ହେଲା ବାଘ Odia News May 17, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): 2 ଦିନର କସରତ ପରେ କାବୁ ହେଲା ବାଘ । ବାରିପଦାରେ ଆତଙ୍କ ସୃଷ୍ଟି କରିଥିବା କଲରାପତରିଆ ବାଘକୁ ଠାବ କରିବାରେ ସଫଳ ହୋଇଛି ବନବିଭାଗ । ଭଞ୍ଜପୁର ଥାନା ବୁଢୀଖମାରୀରୁ ଟ୍ରାଙ୍କୁଲାଇଜ୍ କରି ବାଘକୁ… Read More...