Browsing Tag

murder

ପେଣ୍ଠକଟାରେ ଯୁବକଙ୍କୁ ନିର୍ମମ ହତ୍ୟା

ଓଡ଼ିଆ ନ୍ୟୁଜ୍: ପୁରୀ ପେଣ୍ଠକଟାରେ ଯୁବକଙ୍କୁ ନିର୍ମମ ହତ୍ୟା।ଧୋବାଖାଲ ନିକଟରେ ହତ୍ୟାକାଣ୍ଡ; ମୃତ ଯୁବକ ବାଲି ଉପର ବସ୍ତିର। ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସର ତଦନ୍ତ। ଖବର ଅନୁଯାୟୀ, ପୁରୀରେ ପୁଣି ଥରେ ଗଡ଼ିଲା…
Read More...

ଟ୍ରିପଲ ମର୍ଡର ଅଭିଯୁକ୍ତ ମୃତ

ଓଡ଼ିଆ ନ୍ୟୁଜ୍: ଦେବଗଡ ଟ୍ରିପଲ ମର୍ଡର ଅଭିଯୁକ୍ତ ରମେଶ ଗରିଆ ବୁର୍ଲା ମେଡିକାଲରେ ମୃତ।ବିଷ ଖାଇ ଗୁରୁତର ହେବାରୁ ଚିକିତ୍ସିତ ହେଉଥିଲା।ସ୍ତ୍ରୀ, ବୋହୂ, ନାତୁଣୀଙ୍କୁ ହତ୍ୟା ପରେ ଫେରାର ଥିଲା।କାଲି ଗାଁ ପାଣି ଟାଙ୍କି ଉପରୁ…
Read More...

ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ

ଓଡ଼ିଆ ନ୍ୟୁଜ୍: ଫୁଲେଶ୍ଵରି ବସ୍ତିରେ ମହିଳାଙ୍କୁ ହତ୍ୟା। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ।ହତ୍ୟାର କାରଣ ଅସ୍ପଷ୍ଟ, ଭରତପୁର ପୋଲିସର ତଦନ୍ତ।ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଘଟିଛି ହତ୍ୟାକାଣ୍ଡ ।…
Read More...

ଚୋର ସନ୍ଦେହରେ ଯୁବକଙ୍କୁ ମାରିଦେଲେ

ଓଡ଼ିଆ ନ୍ୟୁଜ୍: ଭଞ୍ଜନଗର ସାର୍ଦ୍ଦୁଳ ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା।ଚୋର ସନ୍ଦେହରେ ବାହର ଅଞ୍ଚଳର ଯୁବକଙ୍କୁ ପିଟିପିଟି ମାରିଦେଲେ।ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ଯୁବକଙ୍କୁ ଗୁରୁତର ଅବସ୍ଥାରେ…
Read More...

ପଥରରେ ଛେଚି ଯୁବକକୁ ହତ୍ୟା

ଓଡ଼ିଆ ନ୍ୟୁଜ୍: ଖାନନଗରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା।ଜଗନ୍ନାଥମନ୍ଦିର ନିକଟ ନଦୀପଠାରେ ପଡ଼ିଛି ମୃତଦେହ।ଯୁବକଙ୍କ ଘର ହଜାରୀ ଲେନ୍‌ରେ, ଖାନନଗରରେ ମାଛ ବ୍ୟବସାୟ କରୁଥିଲେ।ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୋଲିସ।…
Read More...

ମାରି ପାହାଡ଼ ଉପରେ ଫିଙ୍ଗିଦେଲେ

ଓଡ଼ିଆ ନ୍ୟୁଜ୍: ପାହାଡ଼ ଉପରେ ପଡ଼ିଛି ଯୁବକଙ୍କ ମୃତଦେହ।କ୍ଷେତରାଜପୁର ଥାନା ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରେ ରକ୍ତଭିଜା ମୃତଦେହ।କ୍ଷେତରାଜପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତ ବ୍ୟକ୍ତି ହେଲେ ଅଭୟ କୁମାର ଦାସ।…
Read More...

ପଥରରେ ଛେଚି କନଷ୍ଟେବଲଙ୍କୁ ହତ୍ୟା

ଓଡ଼ିଆ ନ୍ୟୁଜ୍: ଅଳିଆ ଗଦାରୁ ପୋଲିସ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର।ପୁରୁଣାକଟକ ବାଲିସାହି ଗାଁରେ ଘର ପଛପଟ ଅଳିଆ ଗଦାରୁ ଉଦ୍ଧାର।ମୃତକ ଉଦୟ ରଞ୍ଜନ ପଟ୍ଟନାୟକ; ବାଲିଗୁଡ଼ା ଥାନାରେ କାର୍ଯ୍ୟରତ।ଛୁଟିରେ ଘରକୁ ଆସିଥିଲେ,…
Read More...

ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କୁ ହତ୍ୟା

ଓଡ଼ିଆ ନ୍ୟୁଜ୍: ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। କଟକ ସଦର ଥାନା ଉତ୍ତମାପୁରର ନିଶାମୁକ୍ତି କେନ୍ଦ୍ରରେ ମୃତଦେହ।ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ। ୨ ମାସ ପୂର୍ବରେ ନିଶାମୁକ୍ତି…
Read More...

ବିଜେପି ନେତାଙ୍କୁ ଗୁଲିକରି ହତ୍ୟା

ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁରରେ ଗୁଳିମାଡ । ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିମାଡ । ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗରରେ ଗୁଳିମାଡ କରାଯାଇଛି । ଗୁଳିମାଡରେ ବିଜେପି ନେତା ପୀତବାସ ପଣ୍ଡାଙ୍କ…
Read More...

ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ଓଡ଼ିଆ ନ୍ୟୁଜ୍: ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନୃଶଂସ ସ୍ୱାମୀ। ବେତନଟୀ ଥାନା ସଂସା ଗାଁରେ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ। ପାରିବାରିକ କଳହରୁ ହତ୍ୟା ସୂଚନା, ଅଭିଯୁକ୍ତ ସ୍ୱାମୀ ଥାନାରେ…
Read More...