ନକଲି ଚାବିରେ ଥାନାରୁ ବାଇକ୍ ଚୋରି
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାତ୍ରପଡ଼ାସ୍ଥିତ ଟ୍ରାଫିକ ଥାନା-୨ରୁ ନିଜ ଜବତ ମୋଟରସାଇକଲ ଚୋରି ଅଭିଯୋଗରେ ରବିବାର ଭରତପୁର ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଜୟଦେବ ବିହାର ଏଚ୍ଆଇଜି-୪୬ରେ ରହୁଥିବା ଗଞ୍ଜାମ ଜିଲା…
Read More...
Read More...