ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲେ ମାଓବାଦୀ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶୁକ୍ରବାର ଭୋର୍ରୁ କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ସରପଲ୍ଲୀ ଛକ ଓ ଅଲମଣ୍ଡା ଛକରେ ମାଓବାଦୀଙ୍କ ପୋଷ୍ଟର ମରାଯାଇଛି। ଏହାପରେ ମାଓବାଦୀ ସେମାନଙ୍କ ଉପସ୍ଥିତିକୁ ଏକ ପ୍ରକାର ଜାହିର କରିଛନ୍ତି। …
Read More...
Read More...