Browsing Tag

#odianews

ଝାରସୁଗୁଡା ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଳମ୍ବରେ ହେଲେ ବି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି  ବିଜେପି ।ଝାରସୁଗୁଡାର ବିଧାୟକ ନବ କିଶୋର ଦାସଙ୍କ…
Read More...

ୱାୟନାଡ଼ରେ ‘ସତ୍ୟମେବ ଜୟତେ’ରେ ଦମ ଦେଖାଇଲେ ରାହୁଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଦସ୍ୟ ପଦ ରଦ୍ଦ କରିଦିଆଯିବା ପରେ ବି ୱାୟନାଡ଼ରେ ଦମ ଦେଖାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ସଦସ୍ୟ ପଦ ରଦ୍ଦ କରିଦିଆଗଲେ ମଧ୍ୟ ଯେଉଁ ନିର୍ବାଚନମଣ୍ଡଳୀରେ ସେ ପ୍ରତିନିଧିତ୍ୱ…
Read More...

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘କୃତ୍ରିମ ବୁଦ୍ଧିମତା’ର ପ୍ରୟୋଗ, ଅସୁସ୍ଥ ହେବାର ୫ ବର୍ଷ ପୂର୍ବରୁ ଜାଣି ହେବ ରୋଗ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘କୃତ୍ରିମ ବୁଦ୍ଧିମତା’ର ପ୍ରୟୋଗ, ଅସୁସ୍ଥ ହେବାର ୫ ବର୍ଷ ପୂର୍ବରୁ ଜାଣି ହେବ ରୋଗ । ଶୀଘ୍ର ସୁସ୍ଥ ହେବା ପାଇଁ ନିଆଯାଇ ପାରିବ ପଦକ୍ଷେପ । ପ୍ରଯୁକ୍ତିବିଦ୍ୟାର…
Read More...

‘ବନ୍ଦେ ଭାରତ ଏକ୍ସପ୍ରେସ’ ଶୁଭାରମ୍ଭ ସମୟରେ ଗେହଲଟଙ୍କୁ କଟାକ୍ଷ କଲେ ମୋଦି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ସମୟରେ ଦେଖିବାକୁ ମିଳିଲା ରୋଚକ ଘଟଣା । ପ୍ରଶଂସା ଆଳରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ।  ଗେହଲଟଙ୍କୁ ପ୍ରଶଂସା ଓ…
Read More...

ନୟାପଲ୍ଲୀ ଜମି ଜବରଦଖଲ ମାମଲାର ମାଷ୍ଟରମାଇଣ୍ଡ ରାଘବ ଘର ଉପରେ ବୁଲିଲା ବୁଲଡୋଜର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୟାପଲ୍ଲୀ ଜମି ଜବରଦଖଲ ମାମଲାର ମାଷ୍ଟରମାଇଣ୍ଡ ରାଘବ ଘର ଉପରେ ବୁଲିଲା ବୁଲଡୋଜର । ଭୁବନେଶ୍ୱର ଝାରପଡ଼ା ଅଂଚଳରେ ସରକାରୀ ଜମିକୁ ଦଖଲ କରିବା ପରେ ଏହା ଉପରେ ଘର ଓ ଦୋକାନ ଘର ତିଆରି କରି ମାସକୁ…
Read More...

‘ଇଣ୍ଡିଆନ୍‌ ଜଷ୍ଟିସ୍‌ ରିପୋର୍ଟ ୨୦୨୨’ ପ୍ରକାଶ: ୫ ବର୍ଷରେ ଓଡ଼ିଶା ହାଇକୋର୍ଟରେ ପଡ଼ିରହିଛି ୫୩% ମାମଲା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶିତ ହୋଇଛି ‘ଇଣ୍ଡିଆନ୍‌ ଜଷ୍ଟିସ୍‌ ରିପୋର୍ଟ ୨୦୨୨’ ତୃତୀୟ ସଂସ୍କରଣର ରିପୋର୍ଟ । ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ୫୩% ମାମଲା ବାକି ରହିଥିବା କଥା ରିପୋର୍ଟରୁ ଜଣାପଡ଼ିଛି।…
Read More...

ଖଡଗେଙ୍କ ବାସଭବନରେ ବିରୋଧି ମେଳି: ଯୋଗଦେଲେ ରାହୁଲ-ତେଜସ୍ୱୀ-ନୀତିଶ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ମାତ୍ ଦେବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ବିରୋଧି ମେଳି । ଏହି ମେଳିରେ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିହାର ଉପ…
Read More...

ବେକାରୀ ସମସ୍ୟାରେ ଲାଗିବ ରୋକ୍: ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବେକାରୀ ସମସ୍ୟାରେ ଲାଗୁବ ରୋକ୍, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ବଢୁଥିବା ବେରୋଜଗାରୀ ସଂଖ୍ୟାକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରିବାରେ…
Read More...

ଆସିଲା ଏଡିଆର ରିପୋର୍ଟ: ଜାଣନ୍ତୁ କେଉଁ ମୁଖ୍ୟମନ୍ତ୍ରୀ କେତେ ପାଠୁଆ?

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଯେଉଁଥିରୁ ସାମ୍ନାକୁ ଆସିଛି ଦେଶର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସବିଶେଷ ତଥ୍ୟ । ଏହି ରିପୋର୍ଟ ଅନୁସାରେ ସବୁଠାରୁ କମ୍ ଶିକ୍ଷାଗତ ଯୋଗ୍ୟତା…
Read More...

ଦେଶରେ ସର୍ବାଧିକ ଅପରାଧିକ ମାମଲା ଥିବା ମୁଖ୍ୟମନ୍ତ୍ରୀ କେସିଆର, ନବୀନଙ୍କ ନାଁରେ କେତୋଟି ମାମଲା ରହିଛି…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଯେଉଁଥିରେ ଦେଶର ୧୩ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ସର୍ବାଧିକ ୬୪ଟି ଅପରାଧିକ ମାମଲା ରହିଛି…
Read More...