Browsing Tag

#odianews

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଦିବାସୀ ବିଶ୍ୱବିଦ୍ୟାଳୟ, ସର୍ଭେ କଲେ କେନ୍ଦ୍ରୀୟ ଟିମ୍‌

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ପ୍ରତିଷ୍ଠା ହେବ ରାଜ୍ୟରେ ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ ।  ମୟୂରଭଂଜ ଜିଲ୍ଲାରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ନାଇ ଆଜି ସର୍ଭେ କରିଛନ୍ତି କେନ୍ଦ୍ରୀୟ ଟିମ୍‌ । ଏଥି ପାଇଁ…
Read More...

ଖୁବଶୀଘ୍ର ଅର୍ଥ ଫେରି ପାଇବେ ଓଡ଼ିଶାର ସାହାରା ଜମାକାରୀ !

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖୁବଶୀଘ୍ର ଅର୍ଥ ଫେରି ପାଇବେ ଓଡ଼ିଶାର ସାହାରା ଜମାକାରୀ ! ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସାହାରା ଇଣ୍ଡିଆର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଏମାନଙ୍କ ଆର୍ଥିକ…
Read More...

ରାଜ୍ୟ ସରକାର ଆଣୁଛନ୍ତି ଆଉ ଏକ ଯୋଜନା ‘ଲକ୍ଷ୍ମୀ’, ଜାଣନ୍ତୁ କଣ ରହିଛି ବିଶେଷତ୍ବ..

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାର ଆଣୁଛନ୍ତି ଆଉ ଏକ ଯୋଜନା 'ଲକ୍ଷ୍ମୀ' । ଏହି ଯୋଜନାରେ ଗୁରୁତର ରୋଗୀ କିମ୍ବା ଆହତ ବ୍ୟକ୍ତିଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ଆଣି ପହଞ୍ଚାଇବ ହେଲିକପ୍ଟର। ସଡ଼କପଥରେ ଅପଚୟ ହେଉଥିବା…
Read More...

ତାମିଲନାଡୁ ସରକାରଙ୍କୁ ସୁପ୍ରିମ ଝଟ୍‌କା: ଆର୍‌ଏସ୍‌ଏସ୍ ରୁଟ୍‌ ମାର୍ଚ୍ଚକୁ ମିଳିଲା ଅନୁମତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁପ୍ରିମକୋର୍ଟରୁ ତାମିଲନାଡୁ ସରକାରଙ୍କୁ ମିଳିଛି ବଡ଼ ଝଟ୍‌କା। ଆର୍‌ଏସ୍‌ଏସ୍‌ର ରୁଟ୍ ମାର୍ଚ୍ଚ ବିରୋଧରେ ତାମିଲନାଡୁ ସରକାର କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।…
Read More...

ଗୁଲାମନବୀଙ୍କ ବିସ୍ଫୋରକ ବୟାନ: ଅବାଞ୍ଛିତ ବ୍ୟବସାୟୀଙ୍କ ସହ ରହିଛି ରାହୁଲଙ୍କ ସମ୍ପର୍କ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ‘ଡେମୋକ୍ରାଟିକ ଆଜାଦ୍‌ ପାର୍ଟି’ର ଅଧ୍ୟକ୍ଷ ଗୁଲାମନବୀ ଆଜାଦଙ୍କ ବିସ୍ଫୋରକ ବୟାନ । ମାଲାୟାଲମ୍‌ ନ୍ୟୁଜ୍‌…
Read More...

ରାଜ୍ୟରେ ୬୮.୨୫% ନଳକୂପ ବ୍ୟବହାର ପାଇଁ ଅନୁପଯୁକ୍ତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ଗାଧିନତାର ୭୬ ବର୍ଷ ପରେବି ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ବିଫଳ ହୋଇଛନ୍ତି ସରକାର । ସାଧାରଣ ଲୋକଙ୍କୁ ଉତ୍ତମ ଭିତ୍ତିଭୂମି ଯୋଗାଇଦେବାକୁ  ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି,…
Read More...

ସର୍ବନିମ୍ନ ମଜୁରି ଘୋଷଣା କଲେ କେନ୍ଦ୍ର ସରକାର, କୁଶଳୀ ଶ୍ରମିକଙ୍କ ମଜୁରି ୭୩୬ରୁ ୮୫୮ ଟଙ୍କା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସର୍ବନିମ୍ନ ମଜୁରି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।  ସରକାରଙ୍କ ଅଧୀନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରି ୪୯୪ରୁ ୬୧୬ ଟଙ୍କା,…
Read More...

ଆମ ରାଜ୍ୟପାଳଙ୍କ ମହାନତା: ସିଂହାସନ ଛାଡ଼ି ସାଧାରଣ ଚୌକିରେ ବସିଲେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଭିନ୍ନ ସମୟରେ ରାଜ୍ୟପାଳ ନିଜର ଜ୍ଞାନର  ମହାନତା ପାଇଁ ପ୍ରଫେସର ଗଣେଶୀ ଲାଲଙ୍କ ଭୂରି ଭୂରିରି ପ୍ରସଂସାର ପ୍ରିୟପାତ୍ର ହୋଇପାରିଛନ୍ତି ।  ବଡ଼ ପଦବୀରେ ରହିଗଲେ ବ୍ୟକ୍ତିର ଜୀବନଶୈଳୀ ସତେ ଯେପରି…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଯାଞ୍ଚ ହେବ ସବୁ ଓକିଲଙ୍କ ଡିଗ୍ରୀ ସାର୍ଟିଫିକେଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ଦେଶରେ କାୟା ବିସ୍ତାର କରୁଛି ନକଲି ସାର୍ଟିଫିକେଟ ମାମଲା । ଯେଉଁଥି ପାଇଁ ନ୍ୟାୟିକ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ପାଇଁ  ସବୁ ଓକିଲଙ୍କ ଡିଗ୍ରୀ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ…
Read More...

ଅରୁଣାଚଳରେ ଶାହାଙ୍କ ରଣହୁଙ୍କାର, କହିଲେ ‘ଛୁଞ୍ଚିମୁନରେ ମୁନେ ସୁଦ୍ଧା କେହି ନେଇପାରିବେ ନାହିଁ ଆମ ଭୂମିରୁ’

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇ ଆଜି ଚୀନର ବିରୋଧରେ ରଣହୁଙ୍କାର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି ଯେ ଭାରତର ଆଞ୍ଚଳିକ ଅଖଣ୍ଡତାକୁ କେହି ପ୍ରଶ୍ନ କରିପାରିବେ ନାହିଁ।…
Read More...