Browsing Tag

#odianews

ସେପ୍ଟେମ୍ବର ୨୫ରୁ ସାରା ଓଡ଼ିଶାରେ ଆରମ୍ଭ କଂଗ୍ରେସର ପଦଯାତ୍ରା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତାକାଲି ଠାରୁ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ପଦଯାତ୍ରା କରିବ କଂଗ୍ରେସ । ଏନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଆହୁତ ଏକ ସାମ୍ବାଦିକ ସମ୍ମିଳିନୀରେ ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି ପ୍ରଦେଶ…
Read More...

ସୁନ୍ଦରଗଡ଼ରେ ଆଉ ୯ ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ସୁନ୍ଦରଗଡ଼ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ଼ରେ ଆଜି ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ…
Read More...

ବାଇକ୍‌ରେ ଆସି ଲୁଟିନେଇଗଲେ ୩୦୦ ଗ୍ରାମ ସୁନା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସମ୍ବଲପୁରରେ ବାଇକ୍‌ରେ ଆସି ଲୁଟିନେଇଗଲେ ୩୦୦ ଗ୍ରାମ ସୁନା। ମାନେଶ୍ୱର ଛକ ସ୍ଥିତ ମାନ୍ଧାତା ବାବା ସୁନା ଦୋକାନରୁ ସଶସ୍ତ୍ର ଡକାୟତି । ଦୁଇଟି ବାଇକ୍‌ରେ ଆସି ସୁନା ଦୋକାନରୁ ଲୁଟ୍‌ ହୋଇଥିବା…
Read More...

ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ, ୬ ନାବାଳିକା ଓ ୩ନାବାଳକକୁ ଉଦ୍ଧାର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ କରାଯାଇଛି। ସେହି ଶିବିରରୁ ୬ ଜଣ ନାବାଳିକା ଓ ୩ ଜଣ ନାବାଳକକୁ ଉଦ୍ଧାର କରାଯାଇଛି। ସମସ୍ତ ନାବାଳିକା ଓ ନାବାଳକ ଛତିଶଗଡ ରାଜ୍ୟର…
Read More...

ପୁରୀରେ ସମୀର ଦାସଙ୍କୁ କଳାପତାକା ପ୍ରଦର୍ଶନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପୁରୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା  ସମୀର ଦାସଙ୍କୁ କଳାପତାକା ପ୍ରଦର୍ଶନ। ସମୀର ରଞ୍ଜନ ଦାସ ରବିବାର ନିଜ ନିର୍ବାଚନ ମଣ୍ଡଳୀ ନିମାପଡା ଗସ୍ତରେ ଥିବା ବେଳେ ସ୍ଥାନୀୟ ଲୋକେ…
Read More...

ମୋଦିଙ୍କୁ ପ୍ରଂଶସା କଲେ ନବୀନ, ୧୦ରୁ ଦେଲେ ୮ ନମ୍ବର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ପ୍ରଶ୍ନ କରଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିଛି କଣ କହିବେ ।…
Read More...

ରେଳ ଧାରଣାରେ ଧସିଲା ମାଟି ଅତଡ଼ା, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ୍

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରେଳ ଧାରଣାରେ ଧସିଲା ମାଟି ଅତଡ଼ା , ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ୍। ମାଟି ଅତଡା ଧସି କୋରାପୁଟ ରାୟଗଡା ରେଳ ଧାରଣାରେ  ପଡିଥିବାରୁ ଉକ୍ତ ରେଳପଥରେ   ରେଳ ଚଳାଚଳ  ବନ୍ଦ ରହିଛି । କାକିରିଗୁମା…
Read More...

ପୁରୀରୁ ରାଉରକେଲା ଗଡ଼ିଲା ଦ୍ୱିତୀୟ ବନ୍ଦେଭାରତ ଏକ୍ସପ୍ରେସ୍

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପୁରୀରୁ ରାଉରକେଲା ଗଡ଼ିଲା ଦ୍ୱିତୀୟ ବନ୍ଦେଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାସହିତ ଦେଶ ଆଉ 8ଟି ଟ୍ରେନକୁ…
Read More...

ବମିଖାଲ ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍ ତଳକୁ ଖସିଲା କାର୍ । କାର ଚାଳକକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବମିଖାଲ ସନ୍ତୋଷୀ ମା ମନ୍ଦିର ସମ୍ମୁଖରେ ଘଡିଛି ଏହି ସଡକ ଦୁର୍ଘଟଣା ।…
Read More...

ଋଷି ନୌସେନା ମୁଖ୍ୟାଳୟରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼, ୯ ଅଧିକାରୀ ମୃତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଋଷି ନୌସେନା ମୁଖ୍ୟାଳୟରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼। କ୍ରିମିଆର ସେଭାଷ୍ଟୋପୋଲ ବନ୍ଦରରେ ଥିବା ରୁଷିଆର କୃଷ୍ଣସାଗର ନୌସେନା ଘାଟିରେ ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି। ଅର୍ନ୍ତଜାତୀୟ…
Read More...