Browsing Tag

Odisha assembly

ନର୍ମାଲ ଡେଲିଭରୀ ପାଇଁ ବାଛନ୍ତୁ ସରକାରୀ ହସ୍ପିଟାଲ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି।୫ ବର୍ଷରେ ରାଜ୍ୟରେ ମୋଟ୍‌ ୩୦ ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି।ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ଵ ପ୍ରସବ ହୋଇଛି।ସରକାରୀ…
Read More...

ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ

ଓଡ଼ିଆ ନ୍ୟୁଜ୍: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ।ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଅଧିବେଶନ। ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା। ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ।…
Read More...

ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ , ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନକୁ ନେଇ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ…
Read More...

ପରୀକ୍ଷା ବାତିଲକୁ ନେଇ ତେଜିଲା ରାଜନୀତି

ଓଡ଼ିଆ ନ୍ୟୁଜ୍: ବାରମ୍ବାର ପରୀକ୍ଷା ବାତିଲକୁ ନେଇ ଜୋର ଧରିଲା ରାଜନୀତି।ରାଜ୍ୟ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରତିକ୍ରିୟା।'ଅନ୍ଧାରକୁ ଠେଲି ହୋଇ ଯାଉଛି ମେଧାବୀ…
Read More...

ତର୍କ ବିତର୍କରେ କମ୍ପୁଛି ବିଧାନସଭା

ଓଡ଼ିଆ ନ୍ୟୁଜ୍: ସୁରୁଖୁରୁରେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ । ହେଉଛି ଆଲୋଚନା ଚାଲିଛି ତର୍କ ବିତର୍କ। କମ୍ପୁଛି ଗୃହ କାର୍ଯ୍ୟ। ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ , ଅବକାରୀ, ମିଶନ…
Read More...

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ହେବ ଇଭି ଚାର୍ଜିଂ ସେଣ୍ଟର

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି। ଇଲେକ୍ଟ୍ରି ଭେହିକିଲ୍ ବାବଦରେ ଏବେ ସୁଦ୍ଧା ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବସିଡି ପ୍ରଦାନ କରାଯାଇ। ସରକାରୀ ବିଭାଗ ଓ ସଂସ୍ଥାରେ ୬୮୦ ଇଭି…
Read More...

ଲଘୁ ଖଣିଜ ଲୁଟ୍‌, ୧୨୬କୋଟି ଜରିମାନା

ଓଡ଼ିଆ ନ୍ୟୁଜ୍: ଲଘୁ ଖଣିଜ ଲୁଟ୍‌ ନେଇ ବିଧାନସଭାରେ ଖଣି ମନ୍ତ୍ରୀଙ୍କ ଲିଖିତ ଉତ୍ତର।୨୦୨୨ରୁ ଅକ୍ଟୋବର ୨୦୨୫ ମଧ୍ୟରେ ୧୨୬ କୋଟି ଜରିମାନା ଆଦାୟ।ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଦାୟ ହୋଇଛି ୬୫୫ କୋଟିର ରାଜସ୍ବ। ଚଳିତ…
Read More...

ଜୁଆ ରୋକିବାକୁ ନୂଆ ଆଇନ୍‌

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ପାରିତ ହେଲା ଓଡ଼ିଶା ଜନ ବିଶ୍ବାସ ବିଲ୍ ୨୦୨୫।ଦୀର୍ଘ ସମୟ ଧରି ଆଲୋଚନା ପରେ ଜନ ବିଶ୍ବାସ ବିଲ୍ ପାରିତ।ଜୁଆ ଖେଳି ଧରାପଡ଼ିଲେ ଗଣିବେ ମୋଟା ଅଙ୍କର ଜରିମାନା।ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା…
Read More...

ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ

ଓଡ଼ିଆ ନ୍ୟୁଜ୍: ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ । ପାନ ୪୦, ପାନଟପ, ଟେଲମା, ପାରାସିଟାମଲ ପରି ନକଲି ଔଷଧ ବଜାରରେ ବୁଲୁଛି । ଗତ ୪ ବର୍ଷରେ ୧୬୮ ନକଲି ମେଡ଼ିସିନ ସହ ୩୮୮ ନିମ୍ନ ମାନର ମେଡ଼ିସିନ ଚିହ୍ନଟ…
Read More...

ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି

ଓଡ଼ିଆ ନ୍ୟୁଜ୍: ବାଂଲାଦେଶୀଙ୍କୁ ଚିହ୍ନଟ, ଅଟକ ଓ ତଡ଼ି ପାର୍‌ ପାଇଁ ସ୍ୱତନ୍ତ୍ର କାର୍ଯ୍ୟବାହିନୀ କମିଟି।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ…
Read More...