Browsing Tag

Odisha

ଗ୍ୟାସ୍‌ ଅଛି ବିଚଳିତ ହୁଅନି: ଯୋଗାଣ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍‌ ମହଜୁଦ ଅଛି।ଖାଉଟିମାନେ ବିଚଳିତ ନ ହେବାକୁ ଯୋଗାଣ ମନ୍ତ୍ରୀଙ୍କ ପରାମର୍ଶ। ୧୪ ହଜାର ଘରୋଇ ଗ୍ୟାସ୍‌ ସିଲିଣ୍ଡର ଗଚ୍ଛିତ ରହିଛି।ହୋଟେଲ୍‌ମାନଙ୍କୁ ଗ୍ୟାସ୍‌ ଦେବାକୁ…
Read More...

ବାଘ ଭିଡିଓ ଭାଇରାଲ୍, ବନବିଭାଗର ତଦନ୍ତ

ଓଡ଼ିଆ ନ୍ୟୁଜ୍: ପାହାଡ଼ ଉପରେ କଲରାପତରିଆ ବସିଥିବା ଭିଡିଓ ଭାଇରାଲ୍।ସୁନାଖଳା ପାହାଡ଼ରେ ବାଘ ବସିଥିବା ଲଙ୍କା ଗ୍ରାମବାସୀଙ୍କ ଅଭିଯୋଗ।ଗାଁରେ ପହଞ୍ଚି ସାମନ୍ତିଆପଲ୍ଲୀ ସେକ୍ସନ ବନବିଭାଗ ଟିମ୍‌ର ତଦନ୍ତ। ବନବିଭାଗକୁ ଖବର…
Read More...

ବିଶ୍ୱ ଜଳ ଦିବସରେ CMଙ୍କ ପ୍ରକଳ୍ପ ଭେଟି

ଓଡ଼ିଆ ନ୍ୟୁଜ୍: ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଶିଳାନ୍ୟାସ। ପ୍ରାୟ ୩୨୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ। ବୁନ୍ଦାଏ…
Read More...

ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି: ସୌଭିକ୍‌

ଓଡ଼ିଆ ନ୍ୟୁଜ୍: ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ସୌଭିକ୍‌ ବିଶ୍ବାଳ। ‘ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରିପାରିବି ନାହିଁ’।‘ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡ଼େ ତାହାଲେ ସାମ୍ନା କରିବି’।‘କେବଳ…
Read More...

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା: ୪ ଗିରଫ

ଓଡ଼ିଆ ନ୍ୟୁଜ୍: କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଗିରଫ। ମୁଖ୍ୟ ଅଭିଯୁକ୍ତ ବସ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ।ପୋଷ୍ଟମର୍ଟମ ରିପୋର୍ଟ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।…
Read More...

ମୁଁ ବିଶ୍ବାସଘାତ କରିନି, ମାନବିକତା ଦୃଷ୍ଟିରୁ ମୁଁ ଭୋଟ୍ ଦେଇଛି: ଚକ୍ରମଣି କହଁର

ଓଡ଼ିଆ ନ୍ୟୁଜ୍: ନିଲମ୍ବନକୁ ଗ୍ରହଣ କରିପାରୁନି କହିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର।ପ୍ରଥମ ଭୋଟ୍ ଦଳୀୟ ନିର୍ଦ୍ଦେଶରେ, ଦ୍ବିତୀୟ ଭୋଟ୍ ମୋ ଇଚ୍ଛାରେ ଦେଇଛି। ରାଜ୍ୟସଭା ନିର୍ବାଚନରେ ଦଳ ହୁଇପ୍ ଜାରି କରିବା କଥା…
Read More...

୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର

ଓଡ଼ିଆ ନ୍ୟୁଜ୍: ଭାରସାମ୍ୟ ହରାଇ ରାସ୍ତାକଡ଼ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର।କନକ ପରମେଶ୍ଵରୀ ମନ୍ଦିର ନିକଟରେ ଭୋର୍ ସମୟରେ ଦୁର୍ଘଟଣା। ବିଶାଖାପାଟଣାରୁ ଝାରସୁଗୁଡ଼ା ଯାଉଥିବା ବେଳେ ଦୁର୍ଘଟଣା। ଭାଙ୍ଗିଗଲା ଘର କାନ୍ଥ ଓ…
Read More...

ମଙ୍ଗଳବାରଠାରୁ ବଢିବ ତାତି

ଓଡ଼ିଆ ନ୍ୟୁଜ୍: ମଙ୍ଗଳବାରଠାରୁ ରାଜ୍ୟରେ ତାତି ବଢ଼ିପାରେ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଅଛି । ତେବେ ରବିବାର ଓ ସୋମବାର ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଭାଗ…
Read More...

ନିଷ୍କ୍ରିୟ କରାଗଲା ୨ ଲ୍ୟାଣ୍ଡମାଇନ୍

ଓଡ଼ିଆ ନ୍ୟୁଜ୍: ୨ଟି ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲେ ବମ୍ ସ୍କ୍ବାଡ୍।କୋଟଗଡ଼ ଗଙ୍ଗେରୀସରୁ ଜଙ୍ଗଲରେ ୨ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ।ସିଆର୍‌ପିଏଫ୍ ଓ କନ୍ଧମାଳ ପୋଲିସର ମିଳିତ କମ୍ବିଂ ବେଳେ ସଫଳତା।ଜଙ୍ଗଲରୁ ବିପୁଳ ପରିମାଣର…
Read More...

ପାଚିକା ଆନ୍ଦୋଳନ ପ୍ରତ୍ୟାହୃତ

ଆନ୍ଦୋଳନ ପ୍ରତ୍ୟାହାର କଲା ପାଚିକା ସଂଘ।ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ।ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ପ୍ରତିଶ୍ରୁତି।ବିଭିନ୍ନ ଦାବି ନେଇ ଲୋୟର…
Read More...