Browsing Tag

Odisha

ପୂର୍ବତନ IIC ସମେତ ୨ ପୋଲିସ ସସ୍‌ପେଣ୍ଡ

ଓଡ଼ିଆ ନ୍ୟୁଜ୍: ସମ୍ବଲପୁର ଟାଉନ ଥାନାର ପୂର୍ବତନ IIC ରଞ୍ଜନ ବିଶ୍ବାଳ ସସ୍‌ପେଣ୍ଡ।SI ଅଭିଷେକ ପ୍ରଧାନଙ୍କୁ ସସ୍‌ପେଣ୍ଡ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ।ବିଲ୍ଡରଙ୍କ ଠାରୁ ୩୦ ଲକ୍ଷ ଟଙ୍କା ନେବା ଅଭିଯୋଗରେ ସସ୍‌ପେଣ୍ଡ୍‌।ଜଣେ…
Read More...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷା ଫଳ

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷା ଫଳ। ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ଫଳ। ଏକାସାଙ୍ଗରେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ବିଜ୍ଞାନ ଫଳ। ୩.୮୫ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ଯୁକ୍ତଦୁଇ…
Read More...

୪-୫ଦିନରେ ମଧ୍ୟରେ କେରଳ ଛୁଇଁବ ମୌସୁମୀ

ଓଡ଼ିଆ ନ୍ୟୁଜ୍: ଭାରତର କୃଷି ଓ ଅର୍ଥ ବ୍ୟବସ୍ଥା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ-ପଶ୍ଚିମ ମୌସୁମୀ ଏଥର ସମୟ ପୂର୍ବରୁ କେରଳ ଉପକୂଳକୁ ପହଞ୍ଚିପାରେ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଆଜି ଏହି ପୂର୍ବାନୁମାନ…
Read More...

ଚିଟଫଣ୍ଡ କାଗଜ ପତ୍ର ମିଳୁନାହିଁ: ମନମୋହନ ସାମଲ

ଓଡ଼ିଆ ନ୍ୟୁଜ୍: ଚିଟ ଫଣ୍ଡକୁ ମନମୋହନ ସାମଲଙ୍କ ବିସ୍ପୋରକ ବୟାନ । ମନମୋହନ କହିଛନ୍ତି ଚିଟ ଫଣ୍ଡ କାଗଜ ପତ୍ର ମିଳୁନାହିଁ । ଆମ ସଂକଳ୍ପ ପତ୍ର ଅନୁଯାଇ ଚିଟ ଫଣ୍ଡ ଟଙ୍କା ଫେରସ୍ତ ହେବ । ପୂର୍ବ ସରକାର କ’ଣ କରିଛନ୍ତି କ’ଣ ନ…
Read More...

ବାଇକ୍‌ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ

ଓଡ଼ିଆ ନ୍ୟୁଜ୍: ବାଇକ୍‌ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ । ଦଶପଲ୍ଲା-ଭଞ୍ଜନଗର ରାସ୍ତା ସାକେଣୀ ଗାଁ ନିକଟରୁ ହୋଇଛି ଲୁଟ । ବ୍ଲେଡ୍‌ରେ ଆକ୍ରମଣ କରି ଟଙ୍କା ଲୁଟି ନେଇଛନ୍ତି ୮ ଜଣ ଦୁର୍ବୃତ୍ତ । ଆକ୍ରମଣ ପରେ…
Read More...

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା, ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା

uiଓଡ଼ିଆ ନ୍ୟୁଜ୍: ସୀମାନ୍ତ ଛତିଶଗଡ ଅନ୍ତର୍ଗତ ଗରିଆବନ୍ଧର ମୈନପୁର ଥାନା ଅଞ୍ଚଳ ଅନ୍ତର୍ଗତ ଗୌରମୁଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏକ ବଡ଼ ନକ୍ସଲ ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି। ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା…
Read More...

ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ

ଓଡ଼ିଆ ନ୍ୟୁଜ୍: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ଆଜି  ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା…
Read More...

କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେନି: ପୃଥ୍ଵୀରାଜ ହରିଚନ୍ଦନ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବାଂଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି। କାରଣ ବିଭିନ୍ନ ଏଜେନ୍ସି ରେ ରହି ବାଂଲାଦେଶୀ କାମ କରୁଛନ୍ତି। କେବଳ ଭୁବେନଶ୍ଵର ନୁହେଂ ସାରା…
Read More...

୨୮ରେ ପୋଲାଭରମ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ପୋଲାଭରମ ବିବାଦ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପୋଲାଭାରମ ବିବାଦ…
Read More...

୧୦୦୦ ଅଭିଯୋଗ ପଞ୍ଜିକୃତ: ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ପୁଣି ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ମୋହନଙ୍କ ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି । ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୟୁନିଟ୍‌-୨ରେ ଅଭିଯୋଗ…
Read More...