Browsing Tag

Odisha

ଭିଜିଲାନ୍ସ ଜାଲରେ ଅମ୍ବିକା ପ୍ରସାଦ ରଥ

ଓଡ଼ିଆ ନ୍ୟୁଜ୍: ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଅଫିସର ଅଡିଟର ଅମ୍ବିକା। ସର୍ଭିସ ଭେରିଫିକେସନ ପାଇଁ ନେଉଥିଲେ ଲାଞ୍ଚ।ସର୍ଚ୍ଚ ବେଳେ ଅଫିସରୁ ୧.୨୮ ଲକ୍ଷ ଟଙ୍କା ଜବତ।ଜଣେ କର୍ମଚାରୀଙ୍କ MACP ସ୍କିମ୍ ଅଧୀନରେ ବର୍ଦ୍ଧିତ ଦରମା…
Read More...

୨ରୁ ୪ ଡିଗ୍ରୀ ବଢିବ ପାରଦ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବଢୁଛି ତାପମାତ୍ରା।ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢ଼ିଲେ ବି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା…
Read More...

ମୁଣ୍ଡିଆ ମାରି ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ

ଓଡ଼ିଆ ନ୍ୟୁଜ୍: ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି।ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ। ମଧ୍ୟାହ୍ନ ୧୨ଟା ୯ରୁ ୧ଟା ୪୫ ମଧ୍ୟରେ ପ୍ରବେଶ ପାଇଁ ଶୁଭ ମୂହୁର୍ତ୍ତ।ଭିଡିଓଗ୍ରାଫି, ଫଟୋଗ୍ରାଫି ଓ…
Read More...

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିରୋଧୀ ବିଧାୟକଙ୍କ ନାରାବାଜି

ଓଡ଼ିଆ ନ୍ୟୁଜ୍: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। କଳା ଟି-ସାର୍ଟ ପିନ୍ଧି ବିରୋଧୀ ବିଧାୟକଙ୍କ ନାରାବାଜି।ବିରୋଧୀ ସଦସ୍ୟମାନେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଛନ୍ତି । ଗୃହ ମଧ୍ୟ ଭାଗକୁ…
Read More...

ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା

ଓଡ଼ିଆ ନ୍ୟୁଜ୍: ଆଜି କଂଗ୍ରେସର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା।ମଣ୍ଡିରୁ ଧାନ ନ ଉଠିବା ଦାବିରେ ବନ୍ଦ ପାଳନ।ଦୋକାନ, ବଜାର ଓ ଯାନଚଳାଚଳ ବନ୍ଦ ରଖିବାକୁ ଅନୁରୋଧ।କଂଗ୍ରେସ ସମସ୍ୟା ସମାଧାନ ଲାଗି ବଢିଛି ଅଣ୍ଟା । ଧାନ…
Read More...

ଆସନ୍ତାକାଲି ରତ୍ନଭଣ୍ଡାର ଗଣତି ମଣତି

ଓଡ଼ିଆ ନ୍ୟୁଜ୍:କାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ । ଫଳରେ ଏଥିରେ ରହିବ…
Read More...

୬ ତାରିଖରୁ ଜିଲ୍ଲା କୋର୍ଟ ସକାଳୁଆ

ଓଡ଼ିଆ ନ୍ୟୁଜ୍: ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ ୬ ତାରିଖରୁ ସକାଳୁଆ।ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର ପାଇଁ ଲାଗୁ ହେବନି ସକାଳୁଆ ନିୟମ।କୋରାପୁଟ (ସଦର), ପୁରୀ…
Read More...

ବଢ଼ିବନି ବିଜୁଳି ଦର

ଓଡ଼ିଆ ନ୍ୟୁଜ୍: ବିଜୁଳି ଦର ଅପରିବର୍ତ୍ତିତ ରଖିଲେ ବିଦ୍ୟୁତ ନିୟାମକ ଆୟୋଗ।୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଦର ଅପରିବର୍ତ୍ତିତ ଘୋଷଣା। ରିଟେଲ୍‌ ସପ୍ଲାଇ ପାଇଁ ଦର ଅପରିବର୍ତ୍ତିତ ରଖିବା ନେଇ ନିର୍ଦ୍ଦେଶାବଳୀ। ବିଦ୍ୟୁତ ଦର…
Read More...

ମୋଷ୍ଟ ୱାଣ୍ଟେଡ ମାଓବାଦୀ ଶୁକ୍ରୁର ଆତ୍ମସମର୍ପଣ

ଓଡ଼ିଆ ନ୍ୟୁଜ୍: ଆତ୍ମସମର୍ପଣ କଲା ଟପ୍ ମାଓ ନେତା ଶୁକ୍ରୁ।ଶୁକ୍ରୁ ନାଁରେ ପୂର୍ବରୁ ଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର।କନ୍ଧମାଳରେ ଆତ୍ମସମର୍ପଣ କରିଥିବା ସୂଚନା।ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡାଙ୍କ…
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ନବୀନ

ଓଡ଼ିଆ ନ୍ୟୁଜ୍: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ଦଳ ନେତା। ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ କହିଲେ ନବୀନ। ଏତେ ବଡ଼ ଘଟଣା ପରେ ବି କୌଣସି କେନ୍ଦ୍ରମନ୍ତ୍ରୀ ନଆସିବା ଦୁଃଖର…
Read More...