ପଦ୍ମବେଶରେ ଦର୍ଶନ ଦେବେ ମହାବାହୁ
ଓଡ଼ିଆ ନ୍ୟୁଜ୍: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ବର୍ଷକୁ ଥରେ ବଡ଼ସିଂହାର ନୀତିରେ ହୋଇଥାଏ ପଦ୍ମବେଶ।…
Read More...
Read More...