‘ମୋ ବସ୍’ ରୁଟ୍ ସମୀକ୍ଷା ପାଇଁ ଗଠନ ହେଲା ୭ଜଣିଆ କମିଟି
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡିସେମ୍ବର ୧ତାରିଖରେ ହେବାକୁ ଥିବା ବସ୍ ଧର୍ମଘଟକୁ ରାଜ୍ୟ ବସ୍ ମାଲିକ ସଂଘ ପ୍ରତ୍ୟାହାର କରିଛି। ଆଜି ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଥିବା ବୈଠକ ପରେ ସଂଘ…
Read More...
Read More...