ତେଲଙ୍ଗାନାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ରେଭନ୍ତ ରେଡ୍ଡୀ
ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ନବ ନିର୍ବାଚିତ ଅନୁମୁଲା ରେବନ୍ତ ରେଡ୍ଡୀ। ଆଜି ମଧ୍ୟାହ୍ନ ଗୋଟାଏରେ ଲାଲ ବାହାଦୁର ଷ୍ଟାଡିୟମରେ ଶପଥ ସମାରୋହର ଆୟୋଜନ କରାଯାଇଛି। ରେବନ୍ତଙ୍କ ସହ…
Read More...
Read More...