#Odianews ଶରଧାବାଲିରେ ପହଞ୍ଚିଲା ୩ ରଥ Odia News Jun 28, 2025 0 ଓଡ଼ିଆ ନ୍ୟୁଜ୍: ଶରଧାବାଲିରେ ପହଞ୍ଚିଲା ୩ ରଥ । ତାଳଧ୍ୱଜ, ଦର୍ପଦଳନ ପରେ ପହଞ୍ଚିଲା ନନ୍ଦିଘୋଷ । ଘଣ୍ଟ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଲା ଶରଧାବାଲି । ଦିନ ୧୧ଟା ୧୭ ରେ ପହଞ୍ଚିଲା ତାଳଧ୍ୱଜ ରଥ । ୧୨ଟା ୧୬ରେ… Read More...