ଓଲଟିଲା ଅଟୋ, ଅଘଟଣରୁ ବର୍ତ୍ତିଲେ ୧୦ ଛାତ୍ରଛା
ଓଡ଼ିଆ ନ୍ୟୁଜ୍: ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡ଼ିଲା ଅଟୋ। କଟକ ସାଲେପୁର ବାଲିସାହି ନିକଟରେ ଦୁର୍ଘଟଣା।ଛାତ୍ରଛାତ୍ରୀଙ୍କୁ ନେଇ ଆଦର୍ଶ ବିଦ୍ୟାଳୟ ଯାଉଥିଲା ଅଟୋ।ଅଟୋ ଡ୍ରାଇଭର ଆହତ, ସମସ୍ତ ୧୦ ଛାତ୍ରଛାତ୍ରୀ ଉଦ୍ଧାର।…
Read More...
Read More...