ଶ୍ରମିକ ମାନଙ୍କୁ ଦିପାବଳୀ ଭେଟି: ବଢ଼ିଲା ପାରିଶ୍ରମିକ, ଜାଣନ୍ତୁ କେତେ ଥିଲା କେତେ ହେଲା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଢ଼ିଲା ଶ୍ରମିକଙ୍କ ପାରିଶ୍ରମିକ। କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ବଢ଼ିଲା।ଅଣ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୭ ଟଙ୍କା ବଢିଛି । ଫଳରେ ଏବେ ଏହା ୩୩୩ ଟଙ୍କା ହୋଇଛି । ସେହିପରି…
Read More...
Read More...