ବିଜେଡି ବିଜେପିର କୌଣସି ଗଠବନ୍ଧନ ହେବାର ନାହିଁ, ଆମେ ଏକାକୀ ଲଢ଼ିବୁ: ଜୁଏଲ ଓରାମ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜୁ ଜନତା ଦଳ ଯେଉଁ ଗଠନ ହୋଇଛି। ବିଶେଷ ରାଜନୀତିକ ପରିସ୍ଥିତିକୁ ନେଇ ଗଠନ କରାଯାଇଥିଲା। ସେ ସମୟରେ ତାହାର ଆବଶ୍ୟକ ଥିଲା। କିନ୍ତୁ ଦୃଭଗ୍ୟର କଥା ଯେଉଁ ମାନେ ଗଠନ କରିଥିଲେ, ଯେଉଁଥିପାଇଁ ଗଠନ କରାଯାଇଥିଲା।ସେ ସମୟରେ ଚେଞ୍ଜ ହୋଇ ସେ ସମୟଠାରୁ ବି ଆଗକୁ ଚାଲିଯାଇଛି ଦଳ । ଏମିତି କିଛି କହିଛନ୍ତି ଜୁଏଲ ଓରାମ। ସେ କହିଛନ୍ତି ୯୫ରେ ବିଜୁ ପଟ୍ଟନାୟକ ହାରିଯାଇଥିଲା।୯୬ଏବଂ୯୭ରେ ଜନତାଦଳ ଭାଙ୍ଗିବା ଉପରେ ଥିଲା ଗୋଟେ ପ୍ରକାର ଭାଙ୍ଗି ଯାଇଥିଲା।ସେହି ସମୟରେ ବିଜେପିର ରାଜ୍ୟ ସଭାପତି ଭାବେ ମୁଁ ଦାୟିତ୍ଵ ନେଲି।

ପୁରୀରେ ଏକ ସଭାରେ ମୁଁ କହିଥିଲି କି ଭଷ୍ଟ୍ରାଚାରି କଂଗ୍ରେସ ସରକାରକୁ ପୁରୀ ସମୁଦ୍ର ରେ ଉପଡ଼ି ଫିଙ୍ଗିବା ନେଇ ଆହ୍ବାନ ଦେଇଥିଲି । ସେହି ଦିନ ଠାରୁ ମୁଁ ସେ ସରକାରକୁ ଓଡ଼ିଶାର ମୁକ୍ତ କରିବା କୁ ଚାହୁଥିଲି ସେହି ସମୟର ବିଜେଡି ଗଠନ କରିଥିଲୁ।କିନ୍ତୁ ଏବେ ବିଜେଡି କଂଗ୍ରେସ ପାଟି ଠୁ ବି ଉର୍ଦ୍ଧକୁ ଚାଲିଗଲାଣି। ବିଜେପି ର ନ୍ୟାତିକ୍ କର୍ତ୍ତବ୍ୟ।

ଲୋକଙ୍କୁ ଏ ଭାଷ୍ଟ୍ରାଚାର ସରକାର ଠୁ ମୁକ୍ତି କରାଇବା।ରାଜନୀତିକ ଦୃଷ୍ଟି କୋଣରୁ ଅନେକ କଥା ଅନେକ କହିଥାନ୍ତି।ଆମେ ଏ ଲଢେଇ ଜାରି ରଖିଛୁ ରଖିବୁ। ସେଥିପାଇଁ ସେ ବଞ୍ଚିବା ପାଇଁ ଚେଷ୍ଟ କରିଛନ୍ତି କିନ୍ତୁ ଆମେ ତାଙ୍କଠୁ ବି ଆଗକୁ ଯାଇ ତାଙ୍କୁ ଏଇଠୁ ହଟାଇବୁ। ପ୍ରଶଂସା ପ୍ରଶଂସା ସ୍ଥାନରେ ରାଜନୀତି ରାଜନୀତି ସ୍ଥାନରେ।କେହି ନିଜର ଦୋଷ ଦୃବଳତା କୁ ଦେଖାଇବେନି। ବିଜେଡି ସେମିତିରେ ବି କେନ୍ଦ୍ରରେ ସମର୍ଥନ ଦେଉଛି।ସମୟ ବଡ଼ ବଳ ବାନ ଆମେ ଅପେକ୍ଷା କରିଛୁ। ତାଙ୍କ ଷ୍ଟାଟେଜି ତାଙ୍କ ପାଖରେ ଆମ ଷ୍ଟାଟେଜି ଆମ ପାଖରେ।ଆମ କର୍ମୀଙ୍କ ଉପରେ କିଛି ପ୍ରଭାବ ପଡ଼ିବନି।ଉପନିର୍ବାଚନ ରେ କହିଲେ ନବ ଦାସଙ୍କୁ ହତ୍ୟା କରି ଝାରସୁଗୁଡ଼ା ରେ ଆମେ ଲକ୍ଷାଧିକ ଭୋଟରେ ଜିତିବୁ କିନ୍ତୁ ସେ କଣ ଦେଖିଲେନି ଆମ ଦକ୍ଷତା କେତେ। ବିଜେଡି ବିଜେପି ର କୌଣସି ଗଠ ବନ୍ଧନ ହେବାର ନାହିଁ।ଆମେ ଏକାକୀ ଲଢ଼ିବୁ।ଆମେ ପ୍ରସ୍ତୁତ ସେଥି ନେଇ ଆମେ ବି କାର୍ଯ୍ୟ କରୁଛୁ। ଆୟଙ୍କୁ ବି ନେଇ ପୁରୀ ସମୁଦ୍ରରେ ଉପାଡି ଫିଙ୍ଗିବୁ।

Leave A Reply

Your email address will not be published.