ଓଡ଼ିଆ ନ୍ୟୁଜ୍: ଏଣିକି FM ରେଡିଓରେ ଶୁଣିବେ ଭୁବନେଶ୍ବର ଟ୍ରାଫିକ୍ ସମ୍ବନ୍ଧୀୟ ସୂଚନା।ଟ୍ରାଫିକ୍ ସ୍ଥିତି ନେଇ ଅପଡେଟ୍ ଦେବ କମିସନରେଟ୍ ପୋଲିସ।ସମସ୍ତ FM ଚ୍ୟାନେଲ୍ ଶହ ଆଲୋଚନା କରିଛି କମିସନରେଟ୍ ପୋଲିସ।ଟ୍ରାଫିକ୍ ପୋଲିସ ସହ ସେମାନେ ମିଶିକି କାମ କରିବେ।ଟ୍ରାଫିକ୍ ପରିଚାଳନାକୁ ସୁଦୃଢ ପାଇଁ ଏଭଳି ପଦକ୍ଷେପ ନେଇଛି ପୋଲିସ।ଆଗକୁ ପାର୍ବଣ ଆସୁଥିବାରୁ ରାସ୍ତା ଜାମ୍ର ତଥ୍ୟ ଦେଵ FM ରେଡିଓ।
ସମସ୍ତ FM ଚ୍ୟାନେଲ ଶହ ଆଲୋଚନା କରିଛି କମିସନରେଟ ପୋଲିସ। ଟ୍ରାଫିକ ପୋଲିସ ସହ ସେମାନେ ମିଶିକି କାମ କରିବେ। ଟ୍ରାଫିକ ପରିଚାଳନାକୁ ସୁଦୃଢ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଆଗକୁ ପାର୍ବଣ ଆସୁଥିବାରୁ ରାସ୍ତା ଜାମ୍ର ତଥ୍ୟ ଦେବ FM ରେଡିଓ।