କାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ UG ନାମଲେଖା

0

ଓଡ଼ିଆ ନ୍ୟୁଜ୍: ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି ବଢ଼ିଛି। ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି। ତେବେ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ ଜମା କରି ନାମ ଲେଖାଇ ପାରିବେ।

ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି ତେବେ କରିପାରିବେ। ଫ୍ରିଜ୍‌, ସ୍ଲାଇଡ୍‌, ଫ୍ଲୋଟ୍‌ ଅପ୍ସନ ମଧ୍ୟ ଆପଣାଇ ପାରିବେ। ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରୀଛାତ୍ର ଏହା କରିପାରିବେ।

Leave A Reply

Your email address will not be published.