ସମ୍ବଲପୁରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ସମ୍ବଲପୁର ପହଂଚିଛନ୍ତି।

ସମ୍ବଲପୁରରେ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବସନ୍ତପୁର ସ୍ଥିତ ଆଇଆଇଏମ, ସମ୍ବଲପୁରର ନୂତନ କ୍ୟାମ୍ପସ ପରିଦର୍ଶନ କରିବା ସହ ଚିପିଲିମା ସ୍ଥିତ ଗୋଶାଳା ସୈନିକ ସ୍କୁଲ ପରିଦର୍ଶନ କରିବେ ।

ସମ୍ବଲପୁରରେଢ଼ାଖୋଲ ଜୁଜୁମୁରା ଠାରେ ‘କାର୍ଯ୍ୟକର୍ତ୍ତା ସମାବେଶ’ରେ ଯୋଗଦେବା ପରେ ଅପରାହ୍ନରେ ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବେ ଓ ଆୟୋଜିତ ଶୀତଳ ଷଷ୍ଠୀ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବେ ।

Leave A Reply

Your email address will not be published.