ଓଡିଶାର ଗାଦି ସମ୍ଭାଳିବେ କି ରାଷ୍ଟ୍ରପତି ?
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶା ର ଗାଦି ସମ୍ଭାଳିବେ ରାଷ୍ଟ୍ରପତି, ଏନେଇ ବହୁ ଚର୍ଚା ର ବିଷୟ ପଲଟିଛି | ଓଡିଶା ରେ ବଦଳି ବେ ସରକାର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ଓଡିଶା ଶାସନ୍ ଭାର ସମ୍ଭାଳିବେ | କିଛି ବିଜେଡି ବିରୋଧୀ ଦଳ ନେତା ଡେଙ୍ଗୁରା ପିଟିଛନ୍ତି ଓଡିଶା ରେ ଚାଲିବ ରାଷ୍ଟ୍ରପତି ଶାସନ, କିନ୍ତୁ ଏହି ତଥ୍ଯ ଭିତ୍ତିହୀନ ଭଲି ଲାଗୁଥିଲେ ମଧ୍ଯ, ନିକଟ ରେ ମହାମହିମ ରାଷ୍ଟ୍ରପତି ଓଡିଶା ଗ୍ରସ୍ତ ରେ ଆସିବେ ଏବଂ ସେ ଓଡ଼ିଶା ର ଶାସନ କାଯ୍ୟ କୁ ତଦାରଖ କରିବେ |
କିଛି ବିରୋଧୀ ଦଳ ର ନେତା ମାନଙ୍କର ମନ୍ତବ୍ୟ ଯେ ଓଡିଶା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ସଚିବ ଙ୍କ କେଳେଙ୍କାରୀ ଘଟଣା ଗୁଡିକ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କ ପାଖରେ ଅଭିଯୋଗ ହୋଇଛି | ଏନେଇ କେନ୍ଦ୍ର ସରକାର ସନ୍ଦେହ ହୋଇଛି ସେଥି ପାଇଁ ରାଷ୍ଟ୍ରପତି ଓଡିଶା ଗ୍ରସ୍ତ ରେ ଆସୁଛନ୍ତି | ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବହୁବାର ଓଡିଶା ଗ୍ରସ୍ତ ରେ ଆସି ଥିଲେ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଝିଅ ଏବଂ ବୋହୂ ଓଡିଶା ସହ ତାଙ୍କର ନିବିଡ଼ ସମ୍ପର୍କ କିନ୍ତୁ ତାଙ୍କ ଗ୍ରସ୍ତ କୁ ନେଇ ଏବେ ଜୋରଦାର ରାଜନୀତି ଚର୍ଚ୍ଚା ପାଲଟି ଯାଇଚି | ତେବେ ଏହି କଥା ରେ କେତେ ସତ୍ୟତା ରହିଚି ଠିକ୍ ଭାବେ ସ୍ପଷ୍ଟ ତା ନାହିଁ |
କିଛି ବିରୋଧୀ ଦଳ ଙ୍କ ମତ ଓଡିଶା ରେ ରାଷ୍ଟ୍ରପତି ଶାସନ ଲାଗୁ ହେଲେ ବିଜେଡି ଦଳ ର ମନମୁଖୀ କାର୍ଯ୍ଯ ଉପରେ ରୋକ୍ ଲାଗିବ | ଏବଂ ଓଡିଶା ରେ ବିଜେଡି ଦଳ ରୁ ମୁକ୍ତି ପାଇବ | କିନ୍ତୁ ଏହି ନେତା ମାନଙ୍କ କଥା ରେ କୌଣସି ସତ୍ୟତା ନାହିଁ କେବଳ ବିଜେଡି ସରକାର ଙ୍କୁ ବିରୋଧ କରିବା ଆଳ ରେ ସେମାନେ ଏପରି ଭିତ୍ତିହୀନ କଥା କହିଥାଇ ପାରନ୍ତି |ସୂଚନା ଯୋଗ୍ୟ ଯେ 5t ସଚିବ ପାଣ୍ଡିଆନ୍ ଙ୍କୁ ବହୁ ଜିଲ୍ଲା ରେ ଲୋକେ ସମର୍ଥନ କରୁଛନ୍ତି କେତେକ ସ୍ଥାନରେ ପାଣ୍ଡିଆନ୍ ଙ୍କୁ ଭବ୍ୟ ସ୍ଵାଗତ କରା ଯାଇଚି | ତେବେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ସମ୍ଭବ ନୂହେଁ |