CMଙ୍କ ଅଭିଯୋଗ ପ୍ରକୋଷ୍ଠରେ ୯୧ ପ୍ରତିଶତ ସମାଧାନ

0

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ୧୩ତମ ଅଭିଯୋଗ ଶୁଣାଣି। ଏପର୍ଯ୍ୟନ୍ତ ୧୧,୫୧୬ ଅଭିଯୋଗରୁ ୧୦,୫୦୨ ଅଭିଯୋଗର ସମାଧାନ। ସିଏମ୍‌ଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାୟ ୯୧% ଅଭିଯୋଗର ସମାଧାନ।୪୮ ଅଭିଯୋଗ ନେଇ ସାଢ଼େ ୫୩ ଲକ୍ଷର ଆର୍ଥିକ ସହାୟତା ପ୍ରଦାନ ସରିଛି। ଆଜି ୩ ଅଭିଯୋଗ ବାବଦରେ ଦେଢ଼ ଲକ୍ଷର ସହାୟତା ପ୍ରଦାନ। ରାଜଧାନୀରୁ ଦୂରକୁ ଯାଇ ଅଭିଯୋଗ ଶୁଣାଣୀ ବ୍ୟବସ୍ଥା କରୁଛନ୍ତି ସରକାର। ଅନ୍ୟ ଜାଗାରେ ମଧ୍ୟ ଅଭିଯୋଗ ଶୁଣିବେ ସରକାର- ମନ୍ତ୍ରୀ ବିଭୂତି ଜେନା।

Leave A Reply

Your email address will not be published.