ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ।ପ୍ରୋଟୋକଲ୍ ଅନୁସାରେ ଚିକିତ୍ସା ଚାଲିଛି, ଉନ୍ନତି ଆସିଛି କହିଲେ। ଦିଲ୍ଲୀ ଏମ୍ସର ଏକ ଡାକ୍ତରୀ ଟିମ୍ ସହ ମଧ୍ୟ କଥାବର୍ତ୍ତା ହେବୁ।ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛି।ଚିକିତ୍ସା ବ୍ୟବସ୍ଥା ସରକାର ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛି।ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ କି ପ୍ରଶ୍ନରେ କହିଲେ ପରିସ୍ଥିତି ଦେଖି ନିଷ୍ପତ୍ତି।