ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ର ହାଇକୋର୍ଟର ନୂଆ ବିଚାରପତି

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ର ହେଲେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି। ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ, ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲାର ମୁକ୍ତାଦେଇପୁର । ସେ ୧୯୮୩ରେ ମାଟ୍ରିକ ଓ ୧୯୮୭ରେ ଅନୁଗୁଳ କଲେଜରୁ ବିକମ୍ ପାସ୍ କରିବା ପରେ ୧୯୯୦ ମସିହାରେ ମଧୁସୂଦନ ଆଇନ କଲେଜରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ତା’ପରେ ସେ ଆଡଭୋକେଟ୍ ଭାବେ ନିଜର କାର‌୍ୟ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.