ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌; ୧୩ ଯବାନ ଆହତ

0

ଓଡ଼ିଆ ନ୍ୟୁଜ୍: ଟ୍ରକ୍‌କୁ ପଛରୁ ପିଟିଲା OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିବା ଟ୍ରାଭେଲର। ୧୩ ଯବାନ ଆହତ। ଦୁର୍ଘଟଣାରେ ୭ ଯବାନଙ୍କ ଅବସ୍ଥା ଗୁରୁତର । ଅନୁଗୁଳ ଜାତୀୟ ରାଜପଥ ୫୫ ମୁଣ୍ଡାସାହିରେ ଦୁର୍ଘଟଣା । ଝାରସୁଗୁଡ଼ାରୁ ଭୁବନେଶ୍ବର ଯାଉଥିଲା ଗାଡ଼ି । ୫ ଗୁରୁତର ଯବାନ କଟକ ସ୍ଥାନାନ୍ତରିତ ।

ଆଜି ଭୋର୍ ପ୍ରାୟ ୪ଟା ୪୦ରେ ଅନୁଗୁଳ ୫୫ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। OSAP ସେକେଣ୍ଡ ବାଟାଲିଅନର ୧୪ ଜଣ ଯବାନଙ୍କୁ ନେଇ ଏକ ଟ୍ରାଭେଲର ଝାରସୁଗୁଡ଼ାରୁ ଚନ୍ଦକା ଯାଉଥିଲା

Leave A Reply

Your email address will not be published.