ସରକାରଙ୍କ ଅନୁମୋଦନ ପରେ ଗଣତି ମଣତି: ଅରବିନ୍ଦ ପାଢ଼ୀ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା।ଗଣତି ମଣତି ନେଇ ଚିଠା ମାର୍ଗଦର୍ଶିକା ବୈଠକରେ ଅନୁମୋଦିତ ହୋଇଛି।ଏହା ରାଜ୍ୟ ସରକାରଙ୍କୁ ପଠାଯିବ, ଅନୁମୋଦନ ମିଳିବା ପରେ ସ୍ପଷ୍ଟ ହେବ।‘ଗଣତି ମଣତି ବେଳେ ଯେପରି ନୀତିକାନ୍ତି ପ୍ରଭାବିତ ନ ହେବ ତାହାକୁ ଗୁରୁତ୍ବ। ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ଏନେଇ ଘୋଷଣା କରାଯିବ।

ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ସେଟ୍‌‌ ତିଆରି ସିରିଛି, ଶୁଭ ଲଗ୍ନ ଦେଖି ଲାଗି ହେବ’।ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲାଯିବ, ତିଥି ଲଗ୍ନ ଦେଖି ସ୍ଥିର କରାଯିବ। ପ୍ରବେଶ ପାଇଁ ୧୦ ଟଙ୍କା ପଡ଼ିବ, ପିଲା ଓ ଦିବ୍ୟାଙ୍ଗଙ୍କୁ ଦେୟ ପଡ଼ିବନି।‘ରାଜସ୍ବ ବୃଦ୍ଧି ପାଇଁ ନୁହେଁ, ରେଗୁଲେସନ ପାଇଁ ୧୦ ଟଙ୍କା ଫି’ କରାଯାଇଛି’।‘୪ଟି ଭକ୍ତ ନିବାସରେ ପାର୍କିଂ ଫି’ ୫ ଶହରୁ ୨୪୦ ଟଙ୍କାକୁ ହ୍ରାସ’।

Leave A Reply

Your email address will not be published.