ଅର୍ଚ୍ଚନା ନାଗ କେସରେ କାଲିଠାରୁ EDରେ ହଜାର ହେବେ ବଡ଼ବଡ଼ିଆ, ଯାଇଛି ନୋଟିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଆସିବେ ପ୍ରଭାବ ଶାଳୀ, ED କରିଛି ନୋଟିସ. ତାଲିକାରେ ଅଛନ୍ତି ବଡ଼ବଡ଼ିଆ। କାଲି ଠୁ ଖୋଲିବ ହନି ଟ୍ରାପ ବ୍ଲାକ ମେଲର ହାଇ ପ୍ରୋଫାଇଲ୍ ଲିଙ୍କ । ଜମି ମାଲିକ, ସୁନା ବ୍ୟବସାୟୀ , ରାଜନେତା, ଖଣି ବ୍ୟବସାୟୀ ଙ୍କୁ ନେଇ ED ତିଆରି କରିଚି ଦୂତିୟ ତାଲିକା। ଶ୍ରଦ୍ଧାଞ୍ଜଳି , ଚନ୍ଦନ, ଖଗେଶ୍ବର ବୟାନ ଆଧାରରେ ସେପଟେ ନାଗ ଦମ୍ପତ୍ତି କୁ ଘେରିବାକୁ ବି ତିଆରି କରିଛି ଚକ୍ରବ୍ୟୁହ।କିଭଳି ଥିଲା Honey trap ପଛର blue ପ୍ରିଣ୍ଟ, ?:ଅନ୍ୟ ଷଡଯନ୍ତ୍ର କାରୀ କିଏ?ଟଙ୍କା transaction କରିଥିଲ କାହିଁକି? ଖଗେଶ୍ୱର ସେକେଣ୍ଡ ହାଣ୍ଡ କାର ବ୍ୟବସାୟ ରୁ କେମିତି କୋଟି କୋଟିର କଲା ସାମ୍ରାଜ୍ୟ କରିଥିଲା , କାହାର ଟଙ୍କା , କାହା ମାଧ୍ୟମ ହୋଇ ଆସୁଥିଲା। Sextortion ପଛର ଗଡ଼ ଫାଦର କିଏ ଅଛନ୍ତି କି?। ଏଭଳିୁ ପ୍ରସଙ୍ଗ କୁ ନେଇ ତନାଘନା କରିବା ED । ଆସନ୍ତା ୩୦ ତାରିଖ ରେ. ନାଗ ଦଂପତି ଆସିବେ ରିମାଣ୍ଡ ରେ ଏଥିପାଇଁ ED ପ୍ରସ୍ତୁତ କରୁଛି ରଣ ନୀତି. ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱର କୁ ଅର୍ଚନା ସହ ମୁହାଁ ମୁହିଁ ଜେରା କରି ଅନେକ ଗୁମର ଖୋଲିବ
ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ହୋଇଛି ବ୍ଲୁ ପ୍ରିଣ୍ଟ.

Leave A Reply

Your email address will not be published.