ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ସେନାର ଚିତା ହେଲିକପ୍ଟର ଅରୁଣାଚଳ ପ୍ରଦେଶର ମାଣ୍ଡଲା ପାହାଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ସେନା ସୂତ୍ର ଏହି ବିଷୟରେ ସୂଚନା ଦେଇଥିଲା। ଏହା ସେଙ୍ଗେରୁ ମିସାମାରି ଆଡକୁ ଉଡୁଥିଲା । ଦୁର୍ଘଟଣା ସମୟରେ ହେଲିକପ୍ଟରରେ ପାଇଲଟ୍ ଏବଂ ସହ-ପାଇଲଟ୍ ଥିଲେ।

Leave A Reply

Your email address will not be published.