ରାଜଧାନୀରେ ଚାଞ୍ଚଲ୍ୟ: ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରି ବ୍ଲାକମେଲିଂ କରୁଥିଲା ଅଭିଯୁକ୍ତ, ଖଣ୍ଡଗିରି ଥାନାରେ ମାମଲା
ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ପିଡିତାଙ୍କ ଅଭିଯୋଗ ପରେ ପୋଲିସ ଆଇପିସି ଦଫା ୩୭୬ , ୫୦୬ ଓ ୩୮୪ ରେ ମାମଲା ରୁଜୁ କରିଛି । ଏହା ସହ ଆସନ୍ତକାଲି ପିଡ଼ିତା ଙ୍କ ୧୬୧ ଓ କୋର୍ଟରେ ୧୬୪ ରେ ବୟାନ ରେକର୍ଡ କରିବ ପୋଲିସ। ଅଭିଯୁକ୍ତ କୁ ଧରିବା ପାଇଁ ଛତିଶଗଡ଼ ଯିବ ଖଣ୍ଡଗିରି ଥାନା ପୋଲିସ ।
Next Post