ଦ୍ୱିତୀୟ ଥର ପାଇଁ ଗୋଆର ସିଏମ୍ ହେଲେ ପ୍ରମୋଦ ସାୱନ୍ତ; ଏହି ବିଧାୟକମାନେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରୁଛନ୍ତି!

ଗୋଆର ମନୋନୀତ ସିଏମ୍ ପ୍ରମୋଦ ସାୱନ୍ତ ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସାୱନ୍ତଙ୍କ ସହ ଆଠ ଜଣ ବିଜେପି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଲେଇଗାଓର ସ୍ଥିତ…
Read More...

ଭାରତ ବନ୍ଦ ପ୍ରଭାବର ଅଭାବନୀୟ ଦୃଶ୍ୟ; ରୋଗୀଙ୍କୁ ଧରି ପଛକୁ ଫେରିଲା ଆମ୍ବୁଲାନ୍ସ

ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଥିବାବେଳେ ସାରା ରାଜ୍ୟରେ ବନ୍ଦ'ର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହାରି ଭିତରେ ଆଜି ଭୁବନେଶ୍ଵରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତାରେ…
Read More...

୨ ଦିନ ଭାରତ ବନ୍ଦ; ପ୍ରଭାବିତ ହେବା ଏହି ସବୁ ସେବା

ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଚି ଟ୍ରେଡ୍‌ ୟୁନିୟନ୍‌। କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ ଆଜି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ବ୍ୟାଙ୍କ…
Read More...

ଦିଲ୍ଲୀଦିଲ୍ଲୀ-ଏନସିଆରରେ ଆଜି ସର୍ବାଧିକ ତାପମାତ୍ରା; ୩୬ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ଉତ୍ତାପ, ସପ୍ତାହେ ପର୍ଯ୍ୟନ୍ତ…

ଦିଲ୍ଲୀ-ଏନସିଆରରେ ଆଜି ପ୍ରବଳ ଉତ୍ତାପ ରେକର୍ଡ କରାଯାଇଛି। ତାପମାତ୍ରାର କ୍ରମାଗତ ବୃଦ୍ଧି ରେକର୍ଡ କରାଯାଉଛି। ଆଜି ପ୍ରବଳ ତାତି ସହିତ ପବନ ମଧ୍ୟ ବହୁଥିଲା।ପ୍ରଖର ଉତ୍ତାପ ଯୋଗୁଁ ଅପରାହ୍ନରେ ରାସ୍ତାରେ ବହୁତ କମ୍ ଲୋକ…
Read More...

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ସିଲ୍‌ ହେଲା ଭୁବନେଶ୍ୱରର ଦୟାଲ ଆଶ୍ରମ

ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲରେ ପୁଣି ଏକ ନୂଆ ମୋଡ଼ ଆସିଛି।  ପ୍ରାୟ ୪ ଘଣ୍ଟାର ତନାଘନା ପରେ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଭୁବନେଶ୍ୱର ସ୍ଥିତ ଦୟାଲ ବୃଦ୍ଧାଶ୍ରମକୁ ସିଲ୍‌…
Read More...

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏମଆରଏସଏମ ମିସାଇଲ’ର ସଫଳ ପରୀକ୍ଷଣ

ଆଜି ସଫଳତାର ସହ ଏମଆରଏସଏମ (ମିସାଇଲ୍‌) ସିଷ୍ଟମର ପରୀକ୍ଷଣ ହୋଇଛି। ବାଲେଶ୍ବର ନିକଟ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଆର୍ମି ମିସାଇଲ୍ ସିଷ୍ଟମ ଫ୍ଲାଇଟ୍ ପରୀକ୍ଷା କରାଯାଇଛି। ଜଣେ DRDO ଅଧିକାରୀଙ୍କ…
Read More...

ଦୁଇବର୍ଷ ପରେ ଆଜିଠାରୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ

କରୋନା ସଙ୍କଟରୁ ମୁକ୍ତି ପାଇବା ପରେ ଦୁଇ ବର୍ଷ ପରେ ଅନ୍ତର୍ଜାତୀୟ ବିମାନ ସେବା ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦେଶର ବିମାନ ବନ୍ଦର ଏବଂ ବିମାନ କମ୍ପାନୀଗୁଡିକ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆନ୍ତର୍ଜାତୀୟ ବିମାନ…
Read More...

ଆଜି ପୁଣିଥରେ ପେଟ୍ରୋଲ-ଡିଜେଲ ଦରରେ ନିଆଁ; ଜାଣନ୍ତୁ କଣ ଅଛି ଦର

ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ୪୭ ରୁ ୫୩ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ ୫୩ ରୁ ୫୮ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ଗୋଟିଏ ଲିଟର…
Read More...

ସାରା ଦେଶରେ ୧୦୦ ସୈନିକ ସ୍କୁଲ୍ ପ୍ରତିଷ୍ଠା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ;ଏନଜିଓ ଏବଂ ରାଜ୍ୟ ସରକାରଙ୍କ…

ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଦିନ ଏନଜିଓ, ବେସରକାରୀ ବିଦ୍ୟାଳୟ କିମ୍ବା ରାଜ୍ୟ ସରକାରଙ୍କ ସହଭାଗିତାରେ ୨୧ ଟି ସୈନିକ ସ୍କୁଲ ସ୍ଥାପନକୁ ଅନୁମୋଦନ କରିଛି। ମୋଦୀ ସରକାର ଦେଶରେ ୧୦୦ ଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା…
Read More...

ଯୋଗୀ ସରକାରଙ୍କ ଦ୍ୱିତୀୟ ଇନିଂସର ପ୍ରଥମ ନିଷ୍ପତ୍ତି; ୟୁପିରେ ୩ ମାସ ପାଇଁ ମାଗଣା ରାସନ ଦେବେ ସରକାର

ୟୁପିରେ କ୍ରମାଗତ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ରେକର୍ଡ ସୃଷ୍ଟି କରିଥିବା ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ଅବଧିରେ…
Read More...