କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଶିମଲା ଯିବେ ପ୍ରଧାନମନ୍ତ୍ରୀ ମୋଦୀ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କେନ୍ଦ୍ରରେ କାର୍ଯ୍ୟକାଳର ୮ ବର୍ଷ ପୂରଣ କରିଛନ୍ତି ନରେନ୍ଦ୍ର ମୋଦୀ ସରକାର। କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ୩୧ ମେ ରେ ଏହି ସମାରୋହ…
Read More...
Read More...