ଭାରତ ପରେ ଋଷ ଆରମ୍ଭ କରିବ ‘ମୁନ୍ ମିଶନ’

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ ଚନ୍ଦ୍ରଯାନ -୩ କୁ ୫ ଅଗଷ୍ଟ ୨୦୨୩ ରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚାଇଛି। ଭାରତର ସଫଳତାରେ ଅନୁପ୍ରାଣିତ ରୁଷ ମଧ୍ୟ ଚନ୍ଦ୍ର ଆଡକୁ ଏକ ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ପ୍ରାୟ ୫୦ ବର୍ଷ…
Read More...

ଜ୍ଞାନବାପୀରେ ୫ମ ଦିନରେ ପହଞ୍ଚିଲା ଏଏସଆଇର ସର୍ଭେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ଦଳ ମଙ୍ଗଳବାର ଦିନ ଜ୍ଞାନବାପୀ କ୍ୟାମ୍ପସରେ ସର୍ଭେର ପଞ୍ଚମ ଦିନରେ ପହଞ୍ଚିଛି। ଭଏସ୍ ଜିଙ୍କ କୋଠରୀ ଏବଂ ପଶ୍ଚିମ କାନ୍ଥ ନିକଟରେ ଜମା ହୋଇଥିବା…
Read More...

ରାଜ୍ୟସଭାରେ ଟିଏମସି ସାଂସଦଙ୍କୁ ଏପରି କହିଲେ ଅଧ୍ୟକ୍ଷ ଜଗଦୀପ ଧନଖଡ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୋମବାର (ଅଗଷ୍ଟ ୦୭) ବିଳମ୍ବିତ ରାତିରେ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ ହୋଇଥିଲା। ଏହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ସୋମବାର ଦିନ ଟିଏମସି ସଦସ୍ୟ ଡେରେକ ଓ’ବ୍ରାଇନ୍ଙ୍କୁ…
Read More...

ଭାରତରେ ବଢିଲା ବାଘ ସଂଖ୍ୟା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତରେ ବଢୁଛି ବାଘଙ୍କ ସଂଖ୍ୟା । ବାଘ ବଂଶ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନେଉଛନ୍ତି ଅନେକ ପଦକ୍ଷେପ । ୨୦୦୬ରେ ଭାରତରେ ୧,୪୧୧ ବାଘ ଥିବାବେଳେ ୨୦୨୨ରେ ଏହା ୩,୬୮୨କୁ ବୃ୍‌ଦ୍ଧି ପାଇଛି। ଲୋକ…
Read More...

ବଢିପାରେ ଆପ୍ ସାଂସଦ ରାଘବ ଚଢାଙ୍କ ଅଡ଼ୁଆ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗତକାଲି ରାଜ୍ୟସଭାରେ ପାରିତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ । ରାଜ୍ୟ ସଭାର ଗୃହ କାର୍ୟ୍ୟ ସମୟରେ ଯେତେବେଳେ ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ବିଲ୍‌ ପାସ କରାଯାଉଥିଲା ସେତେବେଳେ ଆମ ଆଦମୀ…
Read More...

ଚୀନ୍ ସହ କଥାବାର୍ତ୍ତାରେ ଅଗ୍ରଗତି ଘଟିଛି: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ ଓ ଚୀନ ମଧ୍ୟରେ ବିବାଦ ଦୀର୍ଘଦିନରୁ ଲାଗି ରହିଛି । ଏହାରି ଭିତରେ ବୈଦେଶିକ ମନ୍ତ୍ରୀ ମନ୍ତ୍ରୀ ଏସ ଜୟ ଶଙ୍କର କହିଛନ୍ତି, ଚୀନ୍ ସହ ବାସ୍ତବ ନିୟନ୍ତ୍ରଣ ରେଖା ‌ଧାରେ ଧାରେ ସୀମାନ୍ତରେ ଭାରତ…
Read More...

ଚିତାଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ଉପରେ ପ୍ରଶ୍ନ କରିବାର କୌଣସି ଅବକାଶ ନାହିଁ: ସୁପ୍ରିମକୋର୍ଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚିତା ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଭାରତରେ ଚିତାବାଘଙ୍କ ପୁନର୍ବସତି ପାଇଁ କେନ୍ଦ୍ର ସରକାର ଯେଉଁ ଉଦ୍ୟମ କରୁଛନ୍ତି, ତା’…
Read More...

ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ମୋଦୀ ସରକାର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ସଂସଦରେ ଅନାସ୍ତା ପ୍ରସ୍ତାରବର ସାମ୍ନା କରିବେ ମୋଦୀ ସରକାର । ବିରୋଧୀମାନେ ମୋଦୀ ସରକାର ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଆଜି ଲୋକସଭାରେ ଆଲୋଚନା ହେବ । ମଣିପୁର ପ୍ରସଙ୍ଗରେ…
Read More...

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଟି-୨୦

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ପୁଣି ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । କାରଣ ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ୱେଣ୍ଟି । ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍‌ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ…
Read More...

ମୁମ୍ବାଇରେ ପୁଣି ଆତଙ୍କବାଦୀ ଆକ୍ରମଣ ଧମକ: ଆଲର୍ଟରେ ମୁମ୍ବାଇ ପୋଲିସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମୁମ୍ବାଇରେ ପୁଣି ହେବ ଆତଙ୍କାବାଦୀ ଆକ୍ରମଣ । ମୁମ୍ବାଇକୁ ପୁଣି ବିସ୍ଫୋରଣରେ ଦୋହଲାଇଦେବୁ । ଏଭଳି ଧମକପୂର୍ଣ୍ଣ କଲ୍ ପାଇପା ପରେ ହାଇ ଆଲର୍ଟରେ ମୁମ୍ବାଇ ପୋଲିସ । ମହାରାଷ୍ଟ୍ର ମନ୍ତ୍ରଳୟ…
Read More...